PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା କଲେ ସୁରେଶ ରାଇନା

aajtak.intoday.in

ନୂଆଦିଲ୍ଲୀ – ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଏବେ ସୁରେଶ ରାଇନା ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ସନ୍ନ୍ୟାସ  ଘୋଷଣା କରିଦେଇଛନ୍ତି ।  ଭାରତୀୟ କ୍ରିକେଟ୍‌ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ସୋସିଆଲ୍‌ ମିଡ଼ିଆ ଜରିଆରେ ନିଜର ଅବସର ଘୋଷଣାର ସୂଚନା ଦେଇଛନ୍ତି ।

 ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ପରେ ରାଇନା ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ କହିଥିଲେ କି ସେ ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି ।

ନିଜର ଅବସର ଘୋଷଣା ସହ ସୁରେଶ ରାଇନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ  ସେୟାର କରିଛନ୍ତି । ଏହି ଫଟୋ ସହ ସୁରେଶ ରାଇନା ଲେଖିଛନ୍ତି , ମାହି ଆପଣଙ୍କ ସହ ଖେଳିବା ଭଲ ଥିଲା ,  ପୁରା ହୃଦୟରେ ଗର୍ବର ସହ , ମୁଁ ଆପଣଙ୍କର ଏହି ଯାତ୍ରାରେ ସାମିଲ୍‌ ହେବାକୁ ଚାହୁଁଛି । ଥାଙ୍କ୍‌‌ୟୁ ଇଣ୍ଡିଆ । ଜୟ ହିନ୍ଦ୍‌ ।

ସୂଚନା ଯେ,  ସୁରେଶ ରାଇନା  ଭାରତୀୟ କ୍ରିକେଟ୍‌ ଟିମ୍‌ରେ ମଧ୍ୟ ଭାଗରେ ବ୍ୟାଟିଂ କ୍ରମରେ ଭୂମିକା ନିଭାଇ ଆସୁଥିଲେ । ହେଲେ ଏବେ ଆଉ ସେ ଟିମ୍‌ ଇଣ୍ଡିଆ ସହ ଖେଳିବାର ନଜର ଆସିବେ ନାହିଁ ।

ସୁରେଶ ରାଇନା ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ଅଂଶ ରହିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ଓ ସୁରେଶ ରାଇନାଙ୍କର ଅବସର ପରେ ଚେନ୍ନାଇ ସୁପର କିଙ୍ଗସ୍‌ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଦୁଇ ପୂର୍ବତନ କ୍ରିକେଟର ଆଲିଙ୍ଗନ କରିବାର ନଜର ଆସୁଛନ୍ତି ।

ସମ୍ବନ୍ଧିତ ଖବର