PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ଏହା ବିଶ୍ୱାସ ହେଉନାହିଁ – ସେ ଜଣେ ଭଲ ବ୍ୟକ୍ତି : ଦିଲ୍‌ଜିତ୍‌ ଦୋସାଂଝା

aajtak.intoday.in

ମୁମ୍ୱାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସରୁ ଅଧିକ ଦିନ ହୋଇଯାଇଛି। କିନ୍ତୁ ଏହି ମାମଲା ତଦନ୍ତ ଏବେ ବି ଜାରି ରହିଛି । ଏହି କେସ୍‌ ଏତେ ଜଟିଳ ହୋଇଯାଇଛି କି ଏହାର ରହସ୍ୟକୁ ଖୋଲିବା ଏକ ଚ୍ୟାଲେଞ୍ଜ ଭଳି ହୋଇଛି । ଲଗାତାର ଚାଲିଥିବା ତଦନ୍ତରେ ଏମିତି ପ୍ରମାଣ ସାମନାକୁ ଆସିଛି କି ଯାହା ମନରେ ପ୍ରଶ୍ନ ସୃଷ୍ଟି କରିଛି । ଏବେ ସିଙ୍ଗର ଓ ଅଭିନେତା  ଦିଲଜିତ୍‌ ଦୋସାଂଝା ମଧ୍ୟ ସୁଶାନ୍ତଙ୍କ ମୃ୍ତ୍ୟୁରେ ପ୍ରତିକ୍ରିୟା କରିଛନ୍ତି ।  

ସୁଶାନ୍ତଙ୍କ ଆତ୍ମହତ୍ୟାରେ ଚିନ୍ତିତ ଦିଲଜୀତ୍‌ –

ଦିଲ୍‌ଜୀତ୍‌ଙ୍କୁ ସୋସିଆଲ ମିଡ଼ିଆରେ ଜଣେ ପ୍ରଶଂସକ ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ପାଇଁ ସ୍ୱର ଉଠାଇବାକୁ କହିଥିଲେ । ଏହା ଉପରେ ପ୍ରତିକ୍ରିୟା କରି ଦିଲଜୀତ୍‌ ସୁଶାନ୍ତଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ତାଙ୍କ ଭଳି ବ୍ୟକ୍ତି ଆତ୍ମହତ୍ୟା କରିବା ,କେବେ ବିଶ୍ୱାସ ହେଉନି। ବହୁତ ଭଲ ସେ । ଆଉ ସବୁ ମୋତେ ଜଣା କି ପୁଲିସ୍‌ ତାର କାମ କରୁଛି । ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମୋର ଆଶା ସତ ନିଶ୍ଚୟ ଦିନେ ସାମନାକୁ ଆସିବ ।

ଏବେ ଜଣା ଯେ ଦିଲ୍‌ଜୀତ୍‌ଙ୍କର ପ୍ରଶଂସକ ସୁଶାନ୍ତଙ୍କ ମାମଲାରେ  ସିବିଆଇ ତଦନ୍ତର ଦାବି କରିଥିଲେ । ସେ ଦିଲଜୀତ୍‌ଙ୍କ ଠାରୁ ମଧ୍ୟ ଏମିତି ଆଶା କରୁଥିଲେ । କିନ୍ତୁ ସିଙ୍ଗର ଏହି ସମୟରେ ପୁଲିସ୍‌ର ପଦକ୍ଷେପ ଉପରେ ଭରସା ରଖିଛନ୍ତି ।  ସେ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି ।ଏବେ ଦିଲଜୀତ୍‌ଙ୍କର ଏହି ଟ୍ୱିଟ୍‌ ତାଙ୍କୁ କେତେ ସମର୍ଥନ ଦେବ , ତାହା ସମୟ କହିବ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ  ସୁଶାନ୍ତ ସିଂହ ରାଜପୁତଙ୍କ ପକ୍ଷରେ ଲୋକେ ଦୃଢ଼ ସ୍ୱର ଉଠାଇଛନ୍ତି । ଆଉ ସଠିକ୍‌ ତଦନ୍ତର ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର