PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସାମନାକୁ ଆସିଲା ଦିଶା ସାଲିଆନଙ୍କର ଶେଷ ଭିଡ଼ିଓ , ମୃତ୍ୟୁ ପୂର୍ବରୁ ଚାଲିଥିଲା ପାର୍ଟି !

times of india

ମୁମ୍ୱାଇ , ୦୮ ଅଗଷ୍ଟ – ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଖୁଲାସା ଭିତରେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା  ସାଲିଆନଙ୍କର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠୁଛି ।  ବିପକ୍ଷ ଏହି  ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଉପୁଜିଛି ।  ନେତା –ଅଭିନେତାଙ୍କ ଉପରେ ପ୍ରଶ୍ନ ଉଠୁଛି । ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ପାଇଁ ଆମେରିକାରେ ଉଠିଲା ସ୍ୱର , ସଡ଼କରେ ଲାଗିଲା ଏମିତି ବୋର୍ଡ

ଏହି ଭିତରେ  ଆଜି ଏକ ଭିଡ଼ିଓ ସାମନାକୁ ଆସିଛି , ଯାହାକୁ ଦିଶାଙ୍କର ଶେଷ ଭିଡ଼ିଓ ବୋଲି କୁହାଯାଉଛି ।  ଦାବି କରାଯାଉଛି କି  ଦିଶାଙ୍କର ୧୪ ମହଲାରୁ ତଳକୁ ଖସି ପଡ଼ିବା ପୂର୍ବର ଏହି ଭିଡ଼ିଓ ହୋଇପାରେ । ଭିଡ଼ିଓରେ ଦିଶା  ବନ୍ଧୁଙ୍କ ସହ ଖୁସି ନଜର ଆସୁଛନ୍ତି । ଏହି ଭିଡ଼ିଓରୁ ଦିଶାଙ୍କର ବନ୍ଧୁମାନେ  ହ୍ୱାଟ୍ସଆପ୍‌ ଗ୍ରୁପ୍ରେ ପୋଷ୍ଟ  କରିଛନ୍ତି । ଦେଖନ୍ତୁ ଭିଡ଼ିଓ –

https://aajtak.intoday.in/video/sushant-singh-case-last-video-of-ex-manager-disha-salian-before-her-death-1-1217894.html?jwsource=cl