PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଇଡି ଅଫିସରେ ରିୟାଙ୍କୁ ପଚରାଉଚରା ଜାରି, ସୁଶାନ୍ତଙ୍କ ମାମଲାର ଖୋଲିପାରେ ବହୁ ରହସ୍ୟ

https://www.navodayatimes.in/

ମୁମ୍ବାଇ,୭।୮: ସୁଶାନ୍ତ ସିଂ ରାଜପୁତ ମାମଲାରେ ଇଡିର ତଦନ୍ତ ଦ୍ରୁତ ଗତିରେ ବଢିଯାଇଛି। ମୁମ୍ବାଇ ସ୍ଥିତ ଇଡି ଅଫିସରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରହିଚି। ଇଡିର ଅଫିସ ଯିବା ସମୟରେ ପାପାରାଜିଙ୍କ କ୍ୟାମେରାରେ କଏଦ୍ ହୋଇଛନ୍ତି। ରିୟାଙ୍କ ସହିତ ତାଙ୍କର ଭାଇ ଓ ବାପା ମଧ୍ୟ ଇଡି ଅଫିସରେ ରହିଛନ୍ତି। ରିୟାଙ୍କ ସହ ତାଙ୍କ ଭାଇ ସ ବାପା ମଧ୍ୟ ଇଡି ଅଫିସରେ ଅଛନ୍ତି।

ରିୟାଙ୍କୁ ଇଡି ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବ। ରିୟାଙ୍କୁ ଇଡିର ପଚରାଉଚରା ୫-୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଇଡିରୁ ରିୟାଙ୍କୁ କଡା ପଚରାଉଚରା କରିବ। ଇଡି ରିୟାଙ୍କୁ କଡା ପ୍ରଶ୍ନ ପଚାରିପାରେ। ରିୟାଙ୍କ ଉପରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ବାହାର କରିବାର ଅଭିଯୋଗ ରହିଛି। ରିୟାଙ୍କ ଉପରେ ଏହି ଅଭିଯୋଗ ତାଙ୍କ ବାପା ଆଣିଛନ୍ତି। ଇଡି ଏହା ମଧ୍ୟ ଜାଣିବାକୁ ଚାହିଁବ ଯେ, କ’ଣ ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟାଙ୍କୁ ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକସନ୍ ହେଉଥିଲା। ରିୟାଙ୍କ ପ୍ରପଟି ଓ ତାଙ୍କ ଦ୍ବାରା କରାଯାଇଥିବା ଦିଆନିଆ ସମ୍ପର୍କିତ ପ୍ରଶ୍ନ କରାଯିବ। ସୁଶାନ୍ତଙ୍କ ସିଏ ସନ୍ଦୀପ ଶ୍ରୀଧର ଇଡିଙ୍କୁ ପଚରାଉଚର କରିସାରିଛି।

ସମ୍ବନ୍ଧିତ ଖବର