PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସୁଶାନ୍ତଙ୍କ ମୃତ୍ୟୁ ମାମଲା : ସୁପ୍ରିମ୍‌ କୋର୍ଟରେ ବିହାର ପୁଲିସ୍ କହିଲା – ମୁମ୍ୱାଇ ପୁଲିସ୍‌ କରୁଛି ରିୟାଙ୍କୁ ସାହାଯ୍ୟ

ମୁମ୍ୱାଇ – ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ମାମଲାରେ ବିହାର ସରକାର  ସୁପ୍ରିମ୍‌ କୋର୍ଟରେ ଆଫିଡେଭିଟି ଦାଖଲ କରିଛି । ଯେଉଁଥିରେ ରିୟା  ଚକ୍ରବର୍ତ୍ତୀ ଓ ତାଙ୍କର ପରିବାର ଉପରେ ଗୁରୁତର ଅଭିଯୋଗ ଲଗାଯାଇଛି । ଆଫିଡେଭିଟିରେ କୁହାଯାଇଛି କି  ସୁଶାନ୍ତ ସିଂହଙ୍କୁ ମାନସିକ ରୋଗ ନଥିଲା । ମଡେଲ ଓ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ରୋଗର ମିଛ  ନାଟକ ଆରମ୍ଭ କରିଥିଲେ ଏବଂ ତାଙ୍କୁ ଓଭରଡୋଜ୍‌ ମେଡିସିନ୍‌ ଦେଇଥିଲେ । ରିୟା ସୁଶାନ୍ତଙ୍କର ସମ୍ପତ୍ତି ଓ ଅର୍ଥକୁ ହଡ଼ପ କରିବାକୁ ଚେଷ୍ଟା କରିଥିଲା ।  ଏଥିପାଇଁ ସେ ତାଙ୍କୁ ଓଭରଡୋଜ୍‌ ମେଡିସିନ୍‌ ଦେଉଥିଲେ ।

ବିହାର ପୁଲିସ୍‌ର ବରିଷ୍ଠ ଅଧିକ୍ଷକଙ୍କ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଦାଖଲ ଆଫିଡେଫିଟ୍‌ରେ କୁହାଯାଇଛି କି ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କୁ ନିଜର ଘରକୁ ନେଇଥିଲେ  ଏବଂ ତାଙ୍କୁ ଓଭରଡୋଜ୍‌ ମେଡିସିନ୍‌ ଦେବା ଆରମ୍ଭ କରିଥିଲେ। ସୁଶାନ୍ତ ସିଂହଙ୍କ ପିତାଙ୍କ ଅନୁସାରେ ବିହାର ପୁଲିସ୍‌ର କହିବା ହେଲା ତାଙ୍କୁ ମୁମ୍ୱାଇ ପୁଲିସ୍‌ ଅସହଯୋଗ କରିବା ପରେ ବି ସେ କିଛି ତଥ୍ୟ ପାଇଛନ୍ତି ।

ବିହାର ପୁଲିସ୍‌ ସୁଶାନ୍ତଙ୍କର ମୃତ୍ୟୁ ମାମଲାର ଯାଞ୍ଚ ମୁମ୍ୱାଇ ଟ୍ରାନ୍ସଫର କରିବାକୁ ମଧ୍ୟ ବିରୋଧ କରିଛି। ଏହା ପଛରେ ଦଲିଲ୍‌ ଦେଇଛି କି ରିୟାଙ୍କର ପିଟିସନ ପ୍ରି-ମେଚ୍ୟୋର ଓ  ଶୁଣାଣି ଯୋଗ୍ୟ ନୁହଁ । କୋର୍ଟରେ ପୁଲିସ୍‌ ତରଫରୁ ଦାଖଲ ପିଟିସନରେ ଏହା ବି କୁହାଯାଇଛି କି ଏହି ମାମଲାରେ ଏଫ୍‌ଆଇଆର୍‌  ଦାଖଲ କରିବା ବିହାରର କ୍ଷେତ୍ରାଧିକାରରେ ଅଛି । ମୁମ୍ୱାଇ ପୁଲିସ୍‌ ଏହି ମାମଲରେ ସିଆର୍‌ପିସିର ଧାରା  ୧୭୪  ଅନୁସାରେ କେବଳ ତଦନ୍ତ କରୁଥିଲା କି ମୃତ୍ୟୁ ପ୍ରାକୃତିକ ଭାବେ ହୋଇଛି ନା ନାହିଁ ।