PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିଆନଙ୍କ ବ୍ୟକ୍ତିଗତ ଚାଟ୍ ଭାଇରାଲ, ଏହି ପ୍ରସଙ୍ଗରେ ହୋଇଥିଲେ କଥାବାର୍ତ୍ତା

pinkvilla.com

ମୁମ୍ବାଇ ୧୮।୮ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ୍ ୧୪ ତାରିଖ ସକାଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହାର ଏକ ସପ୍ତାହ ପୂର୍ବରୁ, ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ମୁମ୍ବାଇର ଏକ ବିଲଡିଂରୁ ଡେଇଁ ଆତ୍ମହତ୍ୟ କରିଥିଲେ। ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ବହୁତ ବିଚଳିତ ହୋଇଯାଇଥିଲେ।

ଅଭିନେତାଙ୍କ ବନ୍ଧୁମାନେ କହିବାନୁସାରେ, ଦିଶାଙ୍କ ମୃତ୍ୟୁ ସମ୍ପର୍କରେ ସୁଶାନ୍ତ ଅନେକ କଥା ଜାଣିଥିଲେ, ଯାହାକୁ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାକୁ ଚାହୁଁଥିଲେ। ତେବେ ଉଭୟ ଦିଶା ଏବଂ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ସାମ୍ନାକୁ ଆସିପାରୁନି। ରିପୋର୍ଟ ଅନୁଯାୟୀ, ଅଭିନେତା ସୁଶାନ୍ତ ଏବଂ ଦିଶା ସାଲିଆନ୍ ଦୁହେଁ ପରଷ୍ପରକୁ ଏପ୍ରିଲ୍ ମାସରୁ ଜାଣିଥିଲେ।

ସୁଶାନ୍ତ ଏବଂ ଦିଶା ଏପ୍ରିଲରୁ ପରସ୍ପର ସହ ଯୋଗାଯୋଗରେ ଥିବା ରିପୋର୍ଟରେ ଦର୍ଶାଯାଇଛି। ଦୁହିଁଙ୍କର ୨୦୨୦ ଏପ୍ରିଲ ମାସର ଏକ ହ୍ବାଟସ ଆପ୍‌ ଚାଟ୍ ସାମ୍ନାକୁ ଆସିଛି। ଯେଉଁଥିରେ ଜଣାପଡ଼ିଛି କି ଦିଶା ସୁଶାନ୍ତଙ୍କ ପିଆର୍‌ ମ୍ୟାନେଜର ଥିଲେ। ଦୁହେଁ ପରସ୍ପର ସହ ଯୋଗାଯୋଗରେ ରହି ଏକ ନୂତନ ପ୍ରକଳ୍ପ ବିଷୟରେ କଥାବାର୍ତ୍ତା ହେଉଥିଲେ। ଏହା ବ୍ୟତୀତ ସୁଶାନ୍ତ ଅନେକ ଟିଭି ବିଜ୍ଞାପନରୁ ଅଫର ପାଉଥିଲେ।

ଏହା ପୂର୍ବରୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେତେବେଳେ ଶ୍ରୁତି ସେଠାରେ ନଥିଲେ ସେତେବେଳେ ଦିଶା ଏବଂ ସୁଶାନ୍ତଙ୍କର ଥରେ ସାକ୍ଷାତ ହୋଇଥିଲା। ଏହି ଚାଟ୍‌ରେ ଦିଶା ଏବଂ ସୁଶାନ୍ତ ବୃତ୍ତିଗତ ଜୀବନକୁ ନେଇ କଥାବାର୍ତ୍ତା ହୋଇଛନ୍ତି।

ସମ୍ବନ୍ଧିତ ଖବର