PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସାମନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଡାଏରୀ , ଲେଖିଥିଲେ ଏହି ଆବେଗପୂର୍ଣ୍ଣ କଥା

zeenews.india.com

ମୁମ୍ୱାଇ  – ସୁଶାନ୍ତ ସିଂହ ରାଜପୁତଙ୍କ ଏକ ଡାଏରୀ ସାମନାକୁ ଆସିଛି । ଏହାକୁ ଦେଖି ଏମିତି ଲାଗୁଛି କି ସେ ନିୟମିତ ରୂପେ ଡାଏରୀ ଲେଖୁଥିଲେ । ଜି ନ୍ୟୁଜ୍‌ ପାଖରେ ଡାଏରୀର କିଛି ଫର୍ଦ୍ଦ  ରହିଛି । ପରିଷ୍କାର ଭାବେ ଇଂରାଜୀରେ ଲେଖା ଡାଏରୀ ପୃଷ୍ଠାରେ  ଏହି କଥା ଉପରେ ଜୋର ଦେଇଛନ୍ତି କି ଲୋକେ ତାଙ୍କୁ ବୁଝନ୍ତୁ । ସେ ଲେଖିଛନ୍ତି – ମୁଁ ଚାହୁଁଛି କି ଲୋକେ ମୋତେ ବୁଝନ୍ତୁ। ସୁଶାନ୍ତଙ୍କ ମାମଲା – ରିୟାଙ୍କ ଗିରଫ ଦାବି କଲେ ଶେଖର ସୁମନ , କହିଲେ …ଏବେ ଆଉ ଖସି ପାରିବେନି

ଏହି ଡାଏରୀରେ ସୁଶାନ୍ତ ସିଂହ ରାଜପୁତ ନିଜର ୨୦୨୦ ମସିହାରେ କରିଥିବା ଭାବି ଯୋଜନା ଗୁଡ଼ିକୁ ଦର୍ଶାଇଛନ୍ତି । ସେ ନିଜର ଆବଶ୍ୟକ ଅର୍ଥାତ୍‌ N ( Need) , P ଅର୍ଥାତ୍‌ ପବ୍ଲିକ୍‌ ପେଜ୍‌ ଉପରେ ବହୁତ କିଛି  ଲେଖିଛନ୍ତି ।  ଅନେକ ସ୍ଥାନରେ  ଫ୍ଲୋ ଚାର୍ଟ ତିଆରି କରି ସେ ଏହାକୁ ବୁଝିବାକୁ ଚେଷ୍ଟା କରିଛନ୍ତି । ଏହା ସହ ଅନ୍ୟ ଏକ ସ୍ଥାନରେ ସେ ଚଳିତ ବର୍ଷର ନିଜର ବଲିଉଡ୍‌ , ହଲିଉଡ୍‌ ଓ କମ୍ପାନୀ ବିଷୟରେ ଲେଖିଛନ୍ତି । ସୁଶାନ୍ତଙ୍କ ଶବକୁ ତଳକୁ ଆଣିବାର କେହି ଦେଖିନାହାନ୍ତି ? ଓକିଲ ଉଠାଇବେ ଅନେକ ସନ୍ଦେହଜନକ ପ୍ରଶ୍ନ

ଫିଲ୍ମର ସ୍କ୍ରିପ୍ଟ ବିଷୟରେ ମଧ୍ୟ ସେ ଲେଖିଛନ୍ତି କି, କେଉଁ ପ୍ରକାରର ସ୍କ୍ରିପ୍ଟକୁ ଗୁରୁତ୍ୱ ଦେବା ଉଚିତ୍‌ । ଦର୍ଶକଙ୍କ ମଧ୍ୟରେ  ସିନ୍‌ର ପ୍ରଭାବ ପକାଇବା ପାଇଁ  କଣ ଉପାୟ  କରିବା ଉଚିତ୍‌ ଏବଂ ସେ ନିଜେ ଏଥିପାଇଁ କେଉଁ ପ୍ରକାର ପ୍ରସ୍ତୁତ କରିବେ ? ଏହି କଥାର ବି ସେ ଦର୍ଶାଇଛନ୍ତି ।

ସୁଶନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ମଧ୍ୟରେ ପରିବାର ୯ ପୃଷ୍ଠାର ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଲେଖାଥିବା ପ୍ରତି  ଶବ୍ଦ ଏକ ପରିବାର ଭାଙ୍ଗିବା , ବିକ୍ଷିପ୍ତ ହୋଇଯିବା  ଦର୍ଶାଉଛି । ପରିବାରର ଚିଠିର ପ୍ରତି ଶବ୍ଦ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ନ୍ୟାୟ ମାଗୁଛି। ପରିବାରର ଚିଠିର ଆରମ୍ଭ ଏର କବିତା ସହ କରାଯାଇଛି ।

ସମ୍ବନ୍ଧିତ ଖବର