PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ତାଙ୍କ କୁକୁରର ବେଲ୍ଟରେ : ଦିବଙ୍ଗତ ଅଭିନେତାଙ୍କ ଏକ୍ସ-ଆସିଷ୍ଟାଣ୍ଟଙ୍କ ବିସ୍ଫୋରକ ଦାବି

www.india.com

ମୁମ୍ୱାଇ – ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ଘନେଉଥିବା ବେଳେ ପୁଣି ଏକ ତଥ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ସୁଶାନ୍ତଙ୍କ ପୂର୍ବତନ ପର୍ସନାଲ ଆସିଷ୍ଟାଣ୍ଟ  ଅଙ୍କିତ୍ ଆଚାର୍ଯ୍ୟ ଦାବି କରି କହିଛନ୍ତି ଯେ , ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ।

Pinkvilla କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅଙ୍କିତ୍ କହିଥିଲେ , ସେ ପୂର୍ବରୁ ସୁଶାନ୍ତଙ୍କ ସହ ୨୪ଘଣ୍ଟା ରହୁଥିଲେ। ସେ କେବେ ବି ଆତ୍ମହତ୍ୟା କରିନଥିବେ । ସେ କହିଛନ୍ତି , ସେ ତାଙ୍କ ଡେଡ୍‌ବଡ଼ିର ଫଟୋ ବହୁଥର ଦେଖିଛନ୍ତି ଏବଂ ସେ ଅନୁମାନ କରୁଛନ୍ତି ଯେ , ତାଙ୍କ କୁକୁରର ବେଲଟ୍‌ରେ ତାଙ୍କୁ ଚିପି ମାରି ଦିଆଯାଇଛି ।

ଅଙ୍କିତ୍‌ କହିଛନ୍ତି , “ ମୁଁ ଜାଣିଛି ସୁଶାନ୍ତ ଭାଇ ପ୍ରକୃତରେ ବହୁତ ଭଲ । ଏହା ଆତ୍ମହତ୍ୟା ବୋଲି ମୁଁ ବିଶ୍ୱାସ କରୁନି । ଏହା ପ୍ରକୃତରେ ଏକ ହତ୍ୟାକାଣ୍ଡ । ଯଦିବା ସୁଶାନ୍ତ ନିଜେ ଆତମହତ୍ୟା କରିଛନ୍ତି , ହେଲେ ଯେତେବେଳେ ଆତ୍ମହତ୍ୟା ହୋଇଥାଏ, ବେକରେ ଚିହ୍ନ  ସର୍ବଦା ୟୁ-ଆକରରେ ଥାଏ। କିନ୍ତୁ ଯେତେବେଳେ କେହି ତୁମକୁ  ଚିପି ଧରିଥାଏ ଏହା ଓ-ଆକାରରେ ଚିହ୍ନ ପଡ଼ିଥାଏ । ଆଉ ଏବେ ସୁଶାନ୍ତ ଭାଇଙ୍କ ମାମଲାରେ ଏହା ଓ-ଆକରର ଚିହ୍ନ ।

ଆଉ ମଧ୍ୟ ଯେତେବେଳେ ଆତ୍ମହତ୍ୟା ହୋଇଥାଏ ,ଜଣେ ବ୍ୟକ୍ତିର ଆଖି ବାହାରକୁ ବାହାରି ଆସିଥାଏ । ଜିଭ ମଧ୍ୟ ବାହାରକୁ ଆସିଯାଇ ଥାଏ । ସେଠାରେ ଫେଣ ଥିଲା । ସୁଶାନ୍ତ ଭାଇଙ୍କ ଦେହରେ  ଆଉ କିଛି ଚିହ୍ନ ନଥିଲା । ତେଣୁ ଏହା ପ୍ରକୃତରେ ଆତ୍ମହତ୍ୟା ମାମଲା । “

ଅଙ୍କିତ ଆଉ ମଧ୍ୟ କହିଥିଲେ କି , ବର୍ତ୍ତମାନ ସିବିଆଇ ଏହି ମାମଲାକୁ ହାତକୁ ନେଇ ଥିବାରୁ ସେ ଖୁସି । ଦୋଷୀ ନିଶ୍ଚିନ୍ତ ରୂପେ ଦଣ୍ଡ ପାଇବ। ଫଳତଃ ମୃତ୍ୟୁଦଣ୍ଡ ମିଳିବ ।