ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଦ୍ୱିତୀୟ ବିବାହ କରି ନାହାଁନ୍ତି : ଦିବଙ୍ଗତ ଅଭିନେତାଙ୍କ ମାମୁଁ କହିଲେ -ମିଛ କହୁଛନ୍ତି ସଞ୍ଜୟ ରାଉତ

ପାଟନା – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସେପଟେ ମୁମ୍ୱାଇ ପୁଲିସ୍‌ର ଧିମା ତଦନ୍ତକୁ ନେଇ ବିହାର ପୁଲିସ୍‌ ପ୍ରଶ୍ନ ଉଠାଇଥିବା ବେଳେ ଏହି ମାମଲା ଏବେ ସିବିଆଇ ହାତରେ । ଏବେ ସତ ସାମନାକୁ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି । ଆଉ ଏହାର ଭିତରେ ଏହି ମାମଲାରେ ରାଜନୀତି ମଧ୍ୟ ପଶିଲାଣି । ତାହାର ପ୍ରମାଣ ସାମନାକୁ ଆସିଛି । ମୃତ୍ୟୁର ଗୋଟେ ଦିନ ପୂର୍ବରୁ ସୁଶାନ୍ତ କରୁଥିଲେ ଫିଲ୍ମର ପ୍ଲାନିଂ, ଏହି ଡାଇରେକ୍ଟରଙ୍କ ସହ ହୋଇଥିଲା କଥାବାର୍ତ୍ତା

ଶିବସେନା ମୁଖପାତ୍ର ‘ସାମନା’ରେ ପାର୍ଟିର ସାଂସଦ ସଞ୍ଜୟ ରାଉତ ତାଙ୍କର ଏକ ଲେଖାରେ ଅଭିଯୋଗ କରିଥିଲେ କି ସୁଶାନ୍ତଙ୍କ ପିତା ଦ୍ୱିତୀୟ ବିବାହ କରିଥିଲେ । ଯାହାକୁ ସୁଶାନ୍ତ ସ୍ୱୀକାର କରିନଥିଲେ। ସୁଶାନ୍ତଙ୍କର ପିତାଙ୍କର ଦୁଇଟି ବିବାହ କରିବା କଥାକୁ ଯେବେ ଯାଞ୍ଚ କରାଗଲା , ତା ମିଛି ସାବ୍ୟସ୍ତ ହୋଇଥିଲା ।

ସୁଶାନ୍ତଙ୍କ ମାମୁଁ  ଆର୍‌ ସି  ସିଂହ ଏନ୍‌ବିଟି ଡଟ୍‌ କମ୍‌ ସହ କଥା ହୋଇ କହିଥିଲେ କି , ସୁଶାନ୍ତଙ୍କ ପିତା  ଦୁଇଟି ବିବାହ କରିନାହାନ୍ତି । ସଂଜୟ ରାଉତ ମିଛ କହୁଛନ୍ତି ।

ଉଦ୍ଧବ ଠାକରେଙ୍କ ଇସାରାରେ ସଂଜୟ ରାଉତ ଦେଲେ ମିଛ ବୟାନ –

ସୁଶାନ୍ତଙ୍କ ମାମୁଁ ଆର୍‌ ସି ସିଂହ କହିଥିଲେ – ସଂଜୟ ରାଉତ ,ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେଙ୍କ ଇସାରାରେ ମିଛି ଟିପ୍ପଣୀ ଦେଇଛନ୍ତି । ସଂଜୟ ରାଉତ ଏହିପରି କହି ତାଙ୍କର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି ବିହାରରେ ଯେଉଁମାନେ ରହୁଛନ୍ତି ସେମାନେ ଜାଣନ୍ତି ସୁଶାନ୍ତଙ୍କ ପିତା ଗୋଟିଏ ବିବାହ କରିଥିଲେ ।  

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି