PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସ୍ୱିମିଂ ପୁଲ୍‌ରେ ଯୁବତୀଙ୍କ ଏହି କାରନାମା ଦେଖିଲେ ହସି ହସି ଗଡିବେ

https://khabar.ndtv.com/

ନୂଆଦିଲ୍ଲୀ ୬/୮: ସ୍ୱିମିଂ ପୁଲରେ ଗାଧୋଇବାକୁ ଆପଣଙ୍କୁ କେମିତି ଲାଗେ ? ନିଶ୍ଚୟ ମଜା ଲାଗୁଥିବ । ତେବେ ସ୍ୱିମିଂ ପୁଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ବହୁତ ମଜାଦାର ହୋଇଛି ଏବଂ ଏହାକୁ ଦେଖିଲେ ଆପଣ ନିଜ ହସ ରୋକିପାରିବେନି । ଭିଡିଓରେ ଜଣେ ଯୁବତୀକୁ ଦେଖିବାକୁ ମିଳୁଛି । ଯୁବତୀ ଜଣକ ସ୍ୱିମିଂ ପୁଲରେ ସ୍ନାନ କରିବାର ମଜା ନେଉଛନ୍ତି । ତେବେ ସେଠାରେ କଣ ଘଟୁଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ ।

ଯୁବତୀ ଜଣକ ପୋଲରୁ ଫ୍ଲିପ୍ ମାରି ପାଣିରେ ପଡିବା ସମୟରେ ତାଙ୍କ ୱିଗ୍ ପବନରେ ଉଡି ଯାଉଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟିକୁ ଟ୍ୱିଟରରେ ସେହି ଯୁବତୀଙ୍କର ଜଣେ ବାନ୍ଧବୀ ସେୟାର କରିଛନ୍ତି । ଏବଂ କ୍ୟାପ୍ସନ ଦେଇଛନ୍ତି କି ପୋଲରେ କୁଦିବା ପାଇଁ ପ୍ରସ୍ତୁତ ହେଉଥିଲା । ଆମେମାନେ ତାକୁ ମନା କରୁଥିଲୁ କି ଏମିତି କରେନି । କିନ୍ତୁ ସେ କୁଦିପଡିଲା ଏବଂ ତା ୱିଗ୍ ପବନରେ ଉଡିଗଲା । ସେଠାରେ ଉପସ୍ଥିତ ଥିବା ସମସ୍ତେ ଏହାକୁ ଦେଖି ହସି ହସି ଗଡିଗଲେ ।

ସମ୍ବନ୍ଧିତ ଖବର