ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁୟର୍କରେ ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ପ୍ରସ୍ତୁତ, ଫର୍ମୁଲା-୧ ଭିତ୍ତିଭୂମିର ହୋଇଛି ବ୍ୟବହାର

ନ୍ୟୁୟର୍କ,୧୭/୦୫: ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ନେଇ ଆମେରିକାରେ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି । ଜୁନ ୧ ତାରିଖରୁ  ଆରମ୍ଭ ହେବ ବିଶ୍ୱକପ୍‌ । ନ୍ୟୁୟର୍କରେ ୯ ତାରିଖରେ ଭାରତ- ପାକିସ୍ତାନ ମ୍ୟାଚ୍‌ ଖେଳାଯିବ । ଏନେଇ ନିର୍ମାଣ ହୋଇଛି ଏକ ନୂଆ  ଷ୍ଟାଡିୟମ । ଯାହାର ନାମ ରଖାଯାଇଛି ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ  କ୍ରିକେଟ୍‌ ଷ୍ଟାଡିୟମ । ଏହାର ଦର୍ଶକ ଧାରଣ କ୍ଷମତା ୩୪ ହଜାର  ରହିଛି । ଷ୍ଟାଡିୟମରେ ଅସ୍ଥାୟୀ ଭାବେ ଫ୍ଲୋରିଡାରୁ ଆସିଥିବା ଉଠା  କ୍ରିକେଟ୍‌ ପିଚ୍‌ ବ୍ୟବହାର ହୋଇଛି । ଠିକ୍‌ ସେମିତି ଗ୍ୟାଲେରୀ ଏବଂ  ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ଲାସ୍‌ ଭେଗ୍‌ସର ଫର୍ମୁଲା-୧ ସର୍କିଟରେ ଥିବା ଭ୍ରାମ୍ୟମାଣ ଭିତ୍ତିଭୂମିକୁ ବ୍ୟବହାର କରାଯାଇଛି । ଆମେରିକାରେ  ଯେଉଁ ୩ଟି ଷ୍ଟାଡିୟମରେ (ନ୍ୟୁୟର୍କ, ଫ୍ଲୋରିଡା, ଟେକ୍ସାସ) ୧୬ଟି  ମ୍ୟାଚ୍‌ ଖେଳାଯିବ, ସବୁ ଷ୍ଟାଡିୟମରେ ଉଠା ପିଚ୍‌ ବିଛା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.