ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଏବେ ଲୁଚା ଛପାର ସମୟ ନୁହେଁ -ନିଜାମୁଦ୍ଦିନ୍‌ ସମ୍ମିଳନୀ ଯାଇଥିବା ବ୍ୟକ୍ତି ୧୦୪ରେ ନିଜର ତଥ୍ୟ ପ୍ରଦାନ କରନ୍ତୁ: ସୁବ୍ରତ ବାଗଚୀ


ଭୁବନେଶ୍ୱର - ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଦିଲ୍ଲୀ ନିଜାମୁଦ୍ଦିନ ସମ୍ମିଳନୀରୁ ଫେରିଥିବା ଅନେକ ଲୋକଙ୍କ ଠାରେ କରୋନା ପଜେଟିଭ୍‌ ମିଳିଛି । ଏବେ ସେହି ସମ୍ମଳନୀରୁ ଫେରିଥିବା ବ୍ୟକ୍ତିମାନେ ନିଜର ତଥ୍ୟ ପ୍ରଦାନ କରନ୍ତୁ ବୋଲି ସୁବ୍ରତ ବାଗଚୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜାମୁଦ୍ଦୀନ ତବଲିଗ୍‌ ସମ୍ମିଳନୀରୁ ଫେରିଥିବା ଲୋକଙ୍କୁ ସ୍ୱତ୍ତପ୍ରବୃତ୍ତ ଭାବେ ନିଜର ତଥ୍ୟ ପ୍ରଦାନ କରିବାପାଇଁ ଅପିଲ୍‌ କରିଛନ୍ତି । ଲୋକ ସ୍ୱତ୍ତପ୍ରବୃତ୍ତ ଭାବେ ନିଜର ସୂଚନା ପ୍ରଦାନ ନ କଲେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ । ଏଥିପାଇଁ ଅତ୍ୟଧିକ ସାଧନର ଆବଶ୍ୟକତା ରହିଛି ବୋଲି କରୋନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି । କଣ୍ଟାକ୍ଟ ଲିଷ୍ଟ ବଢିଯିବ । ଏଥିପାଇଁ ଲୋକ ସଚେତନ ହେବା ଦରକାର ।କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟକ୍ତି ନୁହନ୍ତି ସମସ୍ତେ ଏଥିପାଇଁ ସଚେତନ ହେବା ଦରକାର ବୋଲି ସେ ସୂଚନା ଦେଇଛନ୍ତି ।

ଏଥିପାଇଁ ସମସ୍ତେ ସଚେତନ ହୁଅନ୍ତୁ । ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରନ୍ତୁ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଶାସନ ଓ ପୁଲିସକୁ ତା କାମ କରିବା ପାଇଁ ଦିଅନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.