ଗଣେଶ ପୂଜା ରୋକିବାକୁ ଯାଇ ହଟହଟା ତହସିଲ୍‌ଦାର – ଆକ୍ରମଣ ଉଦ୍ୟମ, ଗାଡ଼ି ଭଙ୍ଗାରୁଜା

ସାନଖେମୁଣ୍ଡି – ଦିଗପହଣ୍ଡି ଥାନା ଟିକରପଡ଼ା ଗାଁରେ ହଟହଟା ହେଲେ ସ୍ଥାନୀୟ ତହସିଲ୍‌ଦାର । ଗଣେଶ ପୂଜା ରୋକିବାକୁ ଯାଇ ହେଲେ ଆକ୍ରମଣ ଶିକାର । ଲୋକେ ଆକ୍ରମଣ ଉଦ୍ୟମ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଯାଞ୍ଚ ବେଳେ ଉତ୍ତେଜନା ଘଟିଥିଲା । ୩ ଘଣ୍ଟା ଯାଏ ତହସିଲ୍ଦାରଙ୍କୁ ଅଟକ ରଖିଥିଲେ ଲୋକେ । ପୁଲିସ୍‌ ଆସି ଉଦ୍ଧାର କରିଥିବା ସୂଚନା ମିଳିଛି । କେ. ନୂଆଗାଁ ଥାନା ପୁଲିସର ତଦନ୍ତ ଜାରି।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା