କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌


ଚେନ୍ନାଇ – ସାରା ଦେଶରେ ଲକ୍‌ ଡାଉନ୍‌ ସତ୍ତ୍ୱେ ଅନେକ ଲୋକ ଏହାକୁ ମାନୁ ନାହାନ୍ତି । ଏଥିପାଇଁ ଅନେକ ସ୍ଥାନରେ ପୁଲିସ୍‌କୁ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଡିଛି । ତାମିଲ୍‌ନାଡୁରେ ଅନେକ ଲୋକ ଲକ୍‌ଡାଉନ୍‌ ସତ୍ତ୍ୱେ ଏହି କଟକଣାକୁ ମାନୁ ନାହାନ୍ତି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଥିବା ବେଳେ ଆମେରିକାରେ ଏହା ଏକ ଲକ୍ଷ ଟପିଛି । ମାତ୍ର ଲକ୍‌ ଡାଉନ୍‌ ମାନୁ ନଥିବା ଲୋକଙ୍କୁ ଏବେ ସଚେତନ କରିବା ପାଇଁ ତାମିଲ ନାଡୁ ପୁଲିସ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛି । ସେମାନଙ୍କୁ ପୁଲିସ କରୋନା ର ଏକ ଟୋପି ପନ୍ଧି ସଚେତନ କରିବା ପାଇଁ ଚେଷ୍ଟା କରିଛି ।

ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହୋଇଛି ।

   ସମ୍ବନ୍ଧିତ ଖବର


ବିଜେପିର ଏହି ବିଧାୟକଙ୍କୁ ପାକିସ୍ତାନରୁ ଆସିଲା କଲ୍‌, ମିଳିଲା ଜୀବନରୁ ମାରି ଦେବାକୁ ଧମକ

ଗର୍ଭବତୀ ହାତୀ ମୃତ୍ୟୁ ମାମଲା: ଜଣେ ଅଭିଯୁକ୍ତ ଗିରଫ, ୩ ଜଣଙ୍କୁ ହୋଇଥିଲା ପଚରାଉଚରା

ସିଡିଏ ହସ୍‌ପିଟାଲ୍‌ର ସୁଇପର୍‌, ସିକ୍ୟୁରିଟି ଗାର୍ଡଙ୍କୁ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଚିନ୍ତାରେ ଅଞ୍ଚଳ ବାସୀ

AAP ରେ ଯୋଗ ଦେଇପାରନ୍ତି ନବଜୋତ ସିଂ ସିଦ୍ଧୁ : କେଜ୍ରିୱାଲ କହିଲେ…

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି