ବନ୍ଦ ହୋଇପାରେ ମାଗଣା ଇନକମିଂ କଲ୍ ସ୍ବାଧୀନତା,କଲ୍ ରିସିଭ କଲେ ଦେବାକୁ ପଡିପାରେ ଟଙ୍କା

ନୂଆଦିଲ୍ଲୀ,୨।୧୨: ମୋବାଇଲ ସେବା ପ୍ରଦାନକାରୀ କମ୍ପାଦନୀ ନୂଆ ଟାରିଫ୍ ପ୍ଲାନ ଲାଗୁ କରିଦେଇଛନ୍ତି। ଯେଉଁଥିରେ ଗ୍ରାହକଙ୍କ ଖର୍ଚ୍ଚ ଦେଢଗୁଣା ପର୍ଯ୍ୟନ୍ତ ବଢିପାରେ। କମ୍ପାନୀ ଗୁଡିକ ସବୁଠାରୁ ବଡ ଝଟକା ଇନକମିଂ କଲ୍ ଉପରେ ଦେଇଛି, ଯେଉଁଠି ଗ୍ରାହକଙ୍କୁ ଫେୟାର ୟୁଜେସ୍ ପଲିସି(ଏଫୟୁପି) ଅନୁସାରେ ଅନ୍ୟ ନେଟଓ୍ବର୍କରେ କଲ୍ କରିବା ନେଇ ୬ଟଙ୍କା ପ୍ରତି ମିନିଟ୍ ନିଆଯିବ। ବିଶ୍ଲେଷକଙ୍କ କହିବା ଅନୁସାରେ, ଏହା କେବଳ ଏକ ଆରମ୍ଭ ଓ ଆଗାମୀ ଦିନରେ ଦୁଇ-ତିନି ତ୍ରୟମାସିକ ଭିତରେ ମାଗଣାରେ ଇନକମିଂ କଲ୍ ରିସିଭ କଲେ ମଧ୍ୟ ଟଙ୍କା ଦେବାକୁ ପଡିପାରେ।

ଏସବିଆଇ କ୍ୟାପିଟାଲର ସିକ୍ୟୁରିଟିଜର ମୁଖ୍ୟ ବିଶେଷଜ୍ଞ ରାଜୀବ ଶର୍ମାଙ୍କ କହିବା ଅନୁସାରେ, ପ୍ରଥମେ ଜିଓ ଅନ୍ୟ ନେଟଓ୍ବର୍କ ଉପରେ କଲ କରିବା ଉପରେ ଆଇୟୁସି ଚାର୍ଜ ଅନୁସାରେ ୬ ପଇସା ପ୍ରତି ମିନିଟରେ ଆଦାୟ କରିଥିଲା ଓ ଏବେ ଭୋଡାଫୋନ୍, ଆଇଡିଆ ଓ ଏୟାରଟେଲ ମଧ୍ୟ ଏଫୟୁପି ଲଗାଇ ଦେଇଛି।  

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା