PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଦୁଇ ଛାତ୍ରଙ୍କ ସହ ନିଜ କାରରେ ଶାରିରୀକ ସମ୍ପର୍କ ରଖୁଥିଲେ ଶିକ୍ଷୟତ୍ରୀ,ଏବେ ଜଣାପଡିବା ପରେ ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ,୧୭।୧୨:ମହିଳା ଶିକ୍ଷୟତ୍ରୀ  ନିଜର ୨  ଛାତ୍ରଙ୍କ ସହିତ ରଖୁଥିଲେ ଶାରିରୀକ ସମ୍ପର୍କ। ଏବେ ଏହି ଘଟଣା ଜଣାପଡିବା ତାଙ୍କୁ ଗିରଫ କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଶେଷ ହେବାପରେ ବ୍ରେଡି ଲିନ ନାମକ ୨୯ ବର୍ଷୀୟ ଏହି ଶିକ୍ଷୟତ୍ରୀ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ୧୬ ଓ ୧୮ ବର୍ଷୀୟ ଦୁଇଜଣ ଛାତ୍ରଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାର ଅଭିଯୋଗ ରହିଛି। ଛାତ୍ରଙ୍କ ସହିତ ଶିକ୍ଷୟତ୍ରୀଙ୍କ ଶାରିରୀକ ସମ୍ପର୍କ ରଖିବାର ମାମଲାରେ ଆମେରିକାର ଓକଲାହୋମାରେ ଦେଖିବାକୁ ମିଳିଛି।

ଅଭିଯୁକ୍ତ ଶିକ୍ଷୟତ୍ରୀ ଓ ଚିୟରଲିଡିଂ କୋଚ୍ ଓକଲାହୋମାର ସଲ୍ଲିସାଁ ସ୍ଥିତ ସେଣ୍ଟ୍ରାଲ ପବ୍ଲିକ ସ୍କୁଲରେ ପଢାଉଥିଲେ। ରିପୋର୍ଟ ଅନୁସାରେ, ଶିକ୍ଷୟତ୍ରୀ ଜଣକ ଛାତ୍ରଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିବା ନେଇ ସ୍ବୀକାର କରିଛନ୍ତି। ସେ ନିଜର କାରରେ ଏଭଳି କରୁଥିଲେ। ପୋଲିସକୁ  ଶିକ୍ଷୟତ୍ରୀଙ୍କ କାର୍ଯ୍ୟକଳାପର ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ଜଣେ ଅଜଣା ବ୍ୟକ୍ତି ଷ୍ଟେଟ୍ ବୋର୍ଡ ଅଫ୍ ଏଜୁକେସନକୁ ଫୋନ୍ କରି ସବୁ କିଛି କଥା ଜଣାଇଥିଲେ। ଏହାପରେ ପୋଲିସ ୧୬ ଓ ୧୮ ବର୍ଷର ଏହି ଦୁଇ ବାଳକଙ୍କୁ ପଚରାଉଚରା କରିଥିଲା।

ଛାତ୍ରମାନେ କହିଥିଲେ ୨୦୧୭ରୁ ୨୦୧୯ ଭିତରେ ସେମାନେ ଶିକ୍ଷୟତ୍ରୀଙ୍କ ସହ ବହୁବାର ଶାରିରୀକ ସମ୍ପର୍କ ରଖିସାରିଛନ୍ତି। ୧୮ ବର୍ଷୀୟ ଛାତ୍ର ଜଣକ କହିଥିଲା ତାଙ୍କର ସମ୍ପର୍କ ମଧ୍ୟ ୨୦୧୭ରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ସ୍ନାପଚାଟ୍ ଯୋଗେ ଛାତ୍ରଙ୍କ ସହିତ ଶିକ୍ଷୟତ୍ରୀ ଜଣକ କଥା ହେଉଥିଲେ। ଏହି ଆପରେ ସେ ତାଙ୍କର ନ୍ୟୁଡ ଫଟୋ ସେୟାର କରିଥିଲେ। ଏହାପରେ ସେ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଶିକ୍ଷୟତ୍ରୀ ଜଣଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ୧୦ ବର୍ଷର ଜେଲ ହୋଇପାରେ।

ସମ୍ବନ୍ଧିତ ଖବର