PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଚା’ ଦୋକାନରେ ଅଇଁଠା ଗ୍ଲାସ୍‌ ଧୋଇଲେ ତହସିଲଦାର: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

aajtak.in

ବେଙ୍ଗାଲୁରୁ,୦୮/୦୩: କର୍ଣ୍ଣାଟକର ଗଡଗ ଜିଲା ଅନ୍ତର୍ଗତ ମୁଦାରଂଗୀ ଅଞ୍ଚଳର ତହସିଲଦାର ଅଶପ୍ପା ପୂଜାର ହୋରୋଗେରି ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ସେ ଏକ ଚା’ ଦୋକାନରେ ଅଇଁଠା ଗ୍ଲାସ ଧୋଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଶପ୍ପା ଏକ ଗ୍ରାମରେ ଜାତିଆଣ ଭେଦଭାବ ପ୍ରଚଳିତ ଥିବା ସମ୍ପର୍କରେ ଜାଣିବା ପରେ ସେଠାକାର ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଏପରି କରିଥିଲେ ।

ରିପୋର୍ଟ ଅନୁଯାୟୀ, ତସହିଲଦାରଙ୍କୁ ଅଭିଯୋଗ ମିଳିଥିଲା କି ସେଇ ତସହିଲର ଏକ ଗ୍ରାମରେ ଉଚ୍ଚ ଜାତିର ଲୋକେ ଅନୁସୂଚୀତ ଜାତିର ଲୋକଙ୍କ ପ୍ରତି ବ୍ୟାପକ ମାତ୍ରାରେ ଜାତିଆଣ ଭେଦଭାବ କରୁଛନ୍ତି । ଯେଉଁ ଦିନ ଗ୍ରାମରେ କୌଣସି ଦଳିତ ପରିବାରରେ ବିବାହ କିମ୍ବା ଅନ୍ୟ କିଛି ଉତ୍ସବ ଆୟୋଜିତ ହେଉଛି, ସେଦିନ ସେଠିକାର ସବୁ ଦୋକାନ ବନ୍ଦ କରିଦିଆଯାଉଛି । ଦଳିତ ସମୁଦାୟର ଲୋକଙ୍କୁ ଦୋକାନରୁ ଦୂରେଇ ରଖିବା ପାଇଁ ସେମାନେ ଏପରି କରିଆସୁଛନ୍ତି ।

ଏହା ଜାଣିବା ପରେ ତହସିଲଦାର ଅନ୍ୟ କିଛି ସରକାରୀ କର୍ମଚାରୀଙ୍କୁ ନେଇ ସେଇ ଗ୍ରାମରେ ପହଞ୍ଚିଥିଲେ ଏବଂ ସେଠାକାର ଏକ ଚା’ ଦୋକାନକୁ ଯାଇ ସେଠି ଯେତେ ଅଇଁଠା ଗ୍ଲାସ୍‌ ରଖାଯାଇଥିଲା, ସେସବୁ ନିଜେ ଧୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଚକିତ ହୋଇଯାଇଥିଲେ । ତା’ପରେ ତହସିଲଦାର କହିଥିଲେ କି ସେ ଏହା ମାଧ୍ୟମରେ ଲୋକମାନଙ୍କୁ ସନ୍ଦେଶ ଦେବାକୁ ଚାହୁଁଥିଲେ କି କାହାର ଅଇଁଠା ଗ୍ଲାସ ଧୋଇଦେଲେ କିଛି ହୋଇଯାଏ ନାହିଁ । ତେଣୁ ଲୋକେ ଏପରି ଜାତିଆଣ ମନୋଭାବ ପରିହାର କରନ୍ତୁ ।

ସମ୍ବନ୍ଧିତ ଖବର