ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ଟେଲିଫୋନ୍ ନମ୍ବର

ଭୁବନେଶ୍ୱର ୯।୪: ଦିନକ ପରେ ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଟେଲିଫୋନ ନମ୍ବର ଜାରି ହୋଇଛି।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ ଗତ ମାର୍ଚ୍ଚ ୧୧ରୁ ଖୋଲା ଯାଇଥିଲେ ବି ସାଧାରଣ ଜନତାଙ୍କ ଉପକାର ପାଇଁ ଟେଲିଫୋନ୍‌ ନମ୍ବର ଗୁଡ଼ିକ ଜାରି କରାଯାଇଛି।

ଟେଲିଫୋନ୍ନମ୍ବର

୦୬୭୪-୨୩୯୫୦୧୫
୦୬୭୪-୨୫୧୦୨୩୦
୦୬୭୪-୨୫୧୦୨୩୧ (ଫ୍ୟାକ୍ସ)

ସୂଚନାଯୋଗ୍ୟ କଳାହାଣ୍ଡି, କୋରପୁଟ, ବ୍ରହ୍ମପୁର ଓ ନବରଙ୍ଗୁର ଲୋକସଭା ଆସନ ଏବଂ ଏହି ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନକ ପରେ ଅର୍ଥାତ ଏପ୍ରିଲ ୧୧ରେ ମତଦାନ ହେବ। ଏଥି ପାଇଁ ଆଜି ସନ୍ଧ୍ୟାରେ ରାଜନୈତିକ ଦଳ ଗୁଡ଼ିକର ପ୍ରଚାର ବନ୍ଦ ହୋଇଯାଇଛି।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ