୧୧ ସହରର ତାପମାତ୍ରା ୪୦ ଟପିଲା, ଟିଟିଲାଗଡରେ ୪୩.୫ ଡିଗ୍ରୀ

ଭୁବନେଶ୍ୱର ୨୫/୪:  ବଢୁଛି ତାତି । ଗୁରୁବାର ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ମାଲକାନଗିରି ୪୨.୫ ଡିଗ୍ରୀ , ବଲାଙ୍ଗିର ୪୨.୫ ଡିଗ୍ରୀ, ଝାରସୁଗୁଡା ୪୨.୪ ଡିଗ୍ରୀ, ଭବାନୀପାଟଣା ୪୧.୮ ଡିଗ୍ରୀ, ସମ୍ବଲପୁର ୪୧.୬ ଡିଗ୍ରୀ, ହୀରାକୁଦରେ ତାପମାତ୍ରା ୪୧.୨ ଡିଗ୍ରୀ ଛୁଇଁଛି । କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ରହିଛି । ଦେଖନ୍ତୁ ତାଲିକା…