PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

କେଉଁ ବୟସରେ ମହିଳାମାନେ ଅଧିକ ରୋମାନ୍ସ କରିବାକୁ ପସନ୍ଦ କରିଥାନ୍ତି ? ଜାଣନ୍ତୁ

ବୟସ ଅନୁସାରେ ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଥରରେ ଅନେକ ପରିବର୍ତ୍ତନ ଆସିଥାଏ। ବିଶେଷ କରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ପରିବର୍ତ୍ତନ ହୋଇଥାଏ। ବୟସ ବଢ଼ିବା ସହ ମହିଳାଙ୍କ ପସନ୍ଦ, ଚିନ୍ତାଧାର, ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ।

ଏହା ସହିତ ବିଶେଷ କରି ରୋମାନ୍ସ ବିଷୟରେ ମହିଳାମାନେ ଖୋଲିକି କଥା ହେବାକୁ ପସନ୍ଦ କରି ନଥାନ୍ତି। ହେଲେ ମହିଳାଙ୍କ କ୍ଷେତ୍ରରେ ଏମିତି ଏକ ବୟସ ଅଛି, ଯେତେବେଳେ ସେମାନେ ଖୋଲାଖୋଲି ରୋମାନ୍ସ ବିଷୟରେ କଥା ହୋଇଥାନ୍ତି। କେବେ କଥା ହୁଅନ୍ତି ନାହିଁ ଆସନ୍ତୁ ଜାଣିବା କେଉଁ ବୟସରେ ମହିଳାମାନେ ଅଧିକ ରୋମାନ୍ସ କରିବାକୁ ପସନ୍ଦ କରିଥାନ୍ତି।

ରୋମାଣ୍ଟିକ୍‌ ବୟସ: ଏକ ଗବେଷଣାରୁ ଜଣାପଡ଼ିଛି ମହିଳାମାନେ ସାଧାରଣତଃ ୩୦ ଓ ୩୫ ବର୍ଷ ବୟସରେ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରଥାନ୍ତି। ଏହି ସମୟରେ ସେମାନେ ଖୁବ୍‌ ରୋମାଣ୍ଟିକ୍‌ ହୋଇଥାଆନ୍ତି ଓ ଶାରୀରିକ ସୁଖ ଆଶା କରନ୍ତି।

ବିବାହ ବୟସ: ୨୭ ବର୍ଷ ହୋଇଯିବା ପରେ ଝିଅମାନେ ବିବାହ କରି ସେଟଲ ହୋଇଯିବାକୁ ଚିନ୍ତା କରିଥାନ୍ତି। ଏହି ବୟସରେ ଝିଅମାନେ ନିଜ ପାଇଁ ଏକ ଉପଯୁକ୍ତ ଜୀବନସାଥି ଖୋଜିବା ଆରମ୍ଭ କରିଦିଅନ୍ତି। ସର୍ଭେ ଅନୁସାରେ ଝିଅମାନଙ୍କ ବିବାହ ବୟସ ୨୫ରୁ ୩୦ ମଧ୍ୟରେ ହେବା ଭଲ। ଏହି ବୟସରେ ବିବାହ କରିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ସୌନ୍ଦର୍ଯ୍ୟ: ୨୫ ବର୍ଷ ବୟସରେ ଝିଅମାନେ ନିଜ ଉପରେ ଖୁବ୍‌ ଅଧିକ ଧ୍ୟାନ ଦେଇଥାନ୍ତି। ଏହି ସମୟରେ ସେମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ଅଧିକ ସଚେତନ ରହିଥାନ୍ତି। ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖାଯିବାକୁ ସେମାନେ ଚାହାଁନ୍ତି।

ଇମୋସନାଲ ବୟସ: ୨୫ରୁ ୩୫ ବର୍ଷରେ ମହିଳାମାନେ ଅଧିକ ଇମୋସନାଲ ରୁହନ୍ତି। ଏହି ବୟସରେ ସେମାନେ ନିଜ ଜୀବନର ଆଉ ଏକ ସୋପାନ ଆରମ୍ଭ କରିଥାନ୍ତି। ସେଥିପାଇଁ ଏହି ବୟସରେ ପ୍ରତ୍ୟେକ କଥାକୁ ନେଇ ସେମାନେ ଖୁବ୍‌ ଗମ୍ଭୀର ଓ ଇମୋସନାଲ ହୋଇଯାଆନ୍ତି।