PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ନେଇ ଯାଆନ୍ତୁ ଏହି ସ୍କୁଟି,ଏହା ସହିତ ପାଆନ୍ତୁ କ୍ୟାଶବ୍ୟାକ୍

ନୂଆଦିଲ୍ଲୀ,୭।୯: ଯଦି ଆପଣ କୌଣସି ସ୍କୁଟି କିଣିବାର ପ୍ଲାନିଂ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏବେ ରହିଛି ସମ୍ପୂର୍ଣ୍ଣ ଭଲ ଟାଇମ୍। କାରଣ ହୋଣ୍ଡା ନିଜର ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ‘ହୋଣ୍ଡା ଆକ୍ଟିଭା ୧୨୫’ରେ ଖୁବ୍ ଭଲ ଅଫର ଆଣିଛି। ଏହି ସ୍କୁଟର ଉପରେ କମ୍ପାନୀ ଲୋ ଡାଉନ ପେମେଣ୍ଟ, କ୍ୟାଶବ୍ୟାକରୁ ନେଇ ୨୧୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ଦେଉଛି।

ଆପଣ ନୂଆ ‘ହୋଣ୍ଡା ଆକ୍ଟିଭା ୧୨୫’କୁ କେବଳ ୧୧୦୦ ଟଙ୍କାର ଡାଉନ ପେମେଣ୍ଟରେ ଘରକୁ ନେଇ ଯାଇ ପାରିବେ। କମ୍ପାନୀ ଏହି ସ୍କୁଟର ଉପରେ ‘ନୋ କଷ୍ଟ ଇଏମଆଇ’ର ସୁବିଧା ମଧ୍ୟ ଦେଉଛି। ଏହାଛଡା ସ୍କୁଟର କିଣିବା ଉପରେ ଫାଇନାନ୍ସ ସମୟରେ ଲାଗୁଥିବା ପ୍ରୋସେସିଂ ଫି ମଧ୍ୟ ଆପଣଙ୍କ ଠାରୁ ନିଆଯିବ ନାହିଁ। ଏହି ସ୍କୁଟରକୁ ଆପଣ ଜିରୋ ପ୍ରୋସେସିଂ ଫି’ରେ କିଣି ପାରିବେ। କେବଳ ସେତିକି ନୁହେଁ ହୋଣ୍ଡା ଏହା ଉପରେ ଆପଣଙ୍କୁ ୨,୧୦୦ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ମଧ୍ୟ ଦେଉଛି।

ଯଦି ଏହି ସ୍କୁଟରକୁ ପେଟିଏମ ଜରିଆରେ କିଣନ୍ତି ତେବେ ଆପଣଙ୍କୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମଧ୍ୟ ମିଳିବ। ଏହି ଅଫର୍ସ ସମ୍ପର୍କରେ ସୂଚନା ପାଇବା ପାଇଁ ଆପଣ ନିକଟସ୍ଥ ଡିଲରଙ୍କ ପାଖକୁ ଯାଇପାରିବେ କିମ୍ବା www.hondajoyclub.com  ରେ ଲଗଇନ୍ କରନ୍ତୁ ନଚେତ ୧୮୦୦୫୩୨୨୫୫୫କୁ କଲ୍ କରି ସମସ୍ତ ଡିଟେଲ୍ସ ପାଇପାରିବେ। କମ୍ପନୀ ଆସନ୍ତା ୧୧ ତାରିଖରେ ଏହାକୁ ଭାରତରେ ଲଞ୍ଚ କରିବାକୁ ଯାଉଛି। ତେବେ ଏହି ଅଫର କେବଳ ବିଏସ୍୪ ହୋଣ୍ଡା ଆକ୍ଟିଭା ୧୨୫ରେ ମିଳୁଛି।

ସମ୍ବନ୍ଧିତ ଖବର