ମୋର ଏବେ ଗୋଟିଏ ସ୍ୱପ୍ନ ବିଶ୍ୱକପ୍‌ ବିଜୟ: ରୋହିତ

ନୂଆଦିଲ୍ଲୀ, ୨୮/୪: ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ଥର ଚାମ୍ପିଅନ୍‌ କରାଇ ସାରିଛନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା । ହେଲେ ଏସବୁ ସଫଳତାଠୁ ବିଶ୍ୱକପ୍‌ ବିଜୟ ବଡ ସଫଳତା ହେବ ବୋଲି ସେ ପ୍ରକାଶ କରିଛନ୍ତି । ରୋହିତ କହିଛନ୍ତି ଯେ, ସବୁ ସଫଳତାଠୁ ବିଶ୍ୱକପ୍‌ ବିଜୟ ନିଆରା । ଦେଶ ପାଇଁ ବିଶ୍ୱକପ୍‌ ଜିତିବା ମୋର ଏକମାତ୍ର ସ୍ୱପ୍ନ । ଆଗାମୀ ୩ ବର୍ଷ ମଧ୍ୟରେ ୩ଟି ବିଶ୍ୱକପ୍‌ ରହିଛି । ଚଳିତ ବର୍ଷର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ୨୦୨୩ ଦିନିକିଆ ବିଶ୍ୱକପ୍‌ ରହିଛି । ଏଥିମଧ୍ୟରୁ ଅତି କମ୍‌ରେ ୨ଟି ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛୁ ।

   ସମ୍ବନ୍ଧିତ ଖବର


IPL 2020: BCCI ଜାରି କଲା ପ୍ଲେ ଅଫ୍‌ କାର୍ଯ୍ୟକ୍ରମ, ଦୁବାଇରେ ଖେଳାଯିବ ଫାଇନାଲ ମ୍ୟାଚ୍

ବିରାଟଙ୍କୁ ଆଉ ଏକ ସଫଳତା, ୫ମ ଖେଳାଳି ଭାବେ କଲେ ଏହି ରେକର୍ଡ

ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପ୍ଲେ-ଅଫ୍‌ ଦୌଡ଼ରେ ରହିବା ପାଇଁ RRର ‘କର ବା ମର’ ସ୍ଥିତି

ଅଲିମ୍ପିଆନ ହକି ତାରକା ମୋହିନ୍ଦର ପାଲ ସିଂହ ଅସୁସ୍ଥ, ଦିଲ୍ଲୀ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ

IPL-2020: ଆଜି ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା