‘ଦ ହ୍ୱାଇଟ୍‌ ଟାଇଗର’ର ଫାଷ୍ଟ ଲୁକ୍‌ ଇନ୍‌ଷ୍ଟାରେ ସେୟାର କଲେ ପ୍ରିୟଙ୍କା

ମୁମ୍ବାଇ ୧୭/୧୦: ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ର ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ‘ଫ୍ୟାସନ୍‌’, ‘ବର୍‌ଫି’, ‘ବାଜିରାଓ ମସ୍ତାନୀ’ ଭଳି ଫିଲ୍ମରେ ତାଙ୍କ ବଳିଷ୍ଠ ଅଭିନୟର ଝଲକ ଦେଖିବାକୁ ମିଳିଛି । ଆଗକୁ ତାଙ୍କୁ ‘ଦ ହ୍ୱାଇଟ୍‌ ଟାଇଗର’ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମରେ ତାଙ୍କ ବିପକ୍ଷରେ ରାଜକୁମାର ରାଓ ସ୍କ୍ରିନ୍‌ ସେୟାର କରିଛନ୍ତି । ନେଟ୍‌ଫ୍ଲିକ୍ସ ପକ୍ଷରୁ ଏବେ ଫିଲ୍ମର ଫାଷ୍ଟ ଲୁକ୍‌କୁ ଜାରି କରାଯାଇଛି ।

View this post on Instagram

So proud to present the first look of THE WHITE TIGER – directed, written, and produced by Ramin Bahrani, based on The New York Times Bestseller and the 2008 Man Booker Prize-winning novel.  This is a story about a family and the plight of one man – Balram Halwai played by Adarsh Gourav, one of the most talented newcomers I've ever worked with, and one of the most remarkable performances I’ve seen in a long time. Balram’s rise from a poor villager to successful entrepreneur in modern India showcases how hunger and the lack of opportunity can build and drive a human being’s animal instinct of survival. Rajkumar Rao, already one of the most prolific actors in India, will showcase depths very few can. The film is powerful. It will make you uncomfortable, and most importantly it will entertain you.   Coming soon to Netflix globally.  📸- @khamkhaphotoartist @netflixfilm   @netflixqueue   @netflix_in   @gouravadarsh   @rajkummar_rao   @vjymaurya @maheshmanjrekar @mukul.deora   @Ava   @purplepebblepictures    @tessjosephcasting @srishtibehlarya #AravindAdiga

A post shared by Priyanka Chopra Jonas (@priyankachopra) on

ସେଥିରେ ପ୍ରିୟଙ୍କା ଓ ରାଜକୁମାରଙ୍କୁ ଭିନ୍ନ ଭିନ୍ନ ଫ୍ରେମରେ ଦେଖିବାକୁ ମିଳୁଛି । ଅରବିନ୍ଦ ଆଡିଗାଙ୍କ ବୁକର୍‌ ପୁରସ୍କାରପ୍ରାପ୍ତ ଉପନ୍ୟାସ ‘ଦ ହ୍ୱାଇଟ୍‌ ଟାଇଗର’ ଉପରେ ଫିଲ୍ମଟି ପର୍ଯ୍ୟବସିତ । ରାମିନ ବହରାନି ଏହାର ନିର୍ଦ୍ଦେଶନାରେ ଅଛନ୍ତି । ପ୍ରିୟଙ୍କା ଓ ରାଜକୁମାରଙ୍କ ସହ ଆଦର୍ଶ ଗୌରବଙ୍କୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌