ଗିରଫ ଆଇଏସ୍ ଆତଙ୍କବାଦୀର ବାପା କହିଲେ- ଆଗରୁ ଜଣାଥିଲେ ଘରୁ ବାହାର କରିଦେଇଥାନ୍ତି, ଏବେ ତାକୁ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ଗିରଫ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ଅବୁ ୟୁସୁଫ ବଡ ଧରଣର ଆକ୍ରମଣ କରିବାର ଯୋଜନା କରିଥିଲା। ଗିରଫ ଆତଙ୍କବାଦୀ ୟୁସୁଫର ବାପା କଫିଲ ଅହମ୍ମଦ ରବିବାର କହିଛନ୍ତି, ମୋ ପୁଅ ଏଭଳି  କାମ କରିଛି, ଯଦି ଚାହିଁବେ ତେବେ କ୍ଷମା କରିଦିଅନ୍ତୁ। ଯାହା କିଛି ବି ହେଲା ତାହା ଖୁବ୍ ଖରାପ। ମୋତେ ଯଦି ପୂର୍ବରୁ ଜଣାପଡିଥାନ୍ତା ତେବେ ତାକୁ ଘରୁ ବାହାର କରିଦେଇଥାନ୍ତି।

ଅବୁ ୟୁସୁଫ ଶନିବାର ଦିଲ୍ଲୀର ଧୋଲା କୁଆଁରୁ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ ଦିଲ୍ଲୀ ପୋଲିସ ଓ ଆତଙ୍କବାଦୀଙ୍କ ଭିତରେ ହାଲକା ସଂଘର୍ଷ ହୋଇଥିଲା। ଘଟଣାସ୍ଥଳ ପାଖରେ ଆଇଆଇଡି ମଧ୍ୟ ଉଦ୍ଧାର କରାଯାଇଥିଲା।  ପରେ ୟୁପି ଏଟିଏସ୍ ମଧ୍ୟ ଯାଞ୍ଚ ସମ୍ପର୍କିତ ଓ ବଳରାମପୁର ସ୍ଥିତି ତାଙ୍କର ଘରେ ଚଢାଉ କରାଯାଇଥିଲା। ଚଢାଉରେ ଆତଙ୍କବାଦୀଙ୍କ ଘରୁ ବମ୍ ତିଆରି କରାଯାଉଥିବା ଜିନିଷ ଉଦ୍ଧାର କରାଯାଇଛି। ବମକୁ ପୋଲିସ ବମ୍ ତିଆରିରେ ବ୍ୟବହାର କରୁଥିବା ବିସ୍ଫୋଟକ, ବଲ୍ ବେୟାରିଂ ଓ କିଛି ଜିନିଷ ଉଦ୍ଧାର କରିଥିଲା।

   ସମ୍ବନ୍ଧିତ ଖବର


ପୁଣି ସ୍ଥଳଭାଗ ମୁହାଁଇପାରେ ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ