PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

ଗୋଟିଏ ପରିବାରର ଏକାଠି ଉଠିଲା ୮ଟି ମୃତଦେହ, କିଛି ଘଣ୍ଟା ପୂର୍ବରୁ ପାଳନ କରିଥିଲେ ଜୀବନର ଶେଷ ଜନ୍ମଦିନ

https://www.aajtak.in/i

ନୂଆଦିଲ୍ଲୀ,୨୮।୧: ରାଜସ୍ଥାନରେ ଅବସ୍ଥିତ ଖାଟୁ ଶ୍ୟାମଜୀ ମନ୍ଦିର ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁଙ୍କ କାରକୁ ପଛପଟୁ ଦୃତ ଗତିରେ ଆସୁଥିବା ଏକ ବାହାନ ଦେଇଥିଲା ଧକ୍କା। ଏହି ଦୁଘଟଣାରେ ମଧ୍ୟ ପ୍ରଦେଶ ରାଜଗତ ଜିଲ୍ଲା ଅନ୍ତର୍ଗତ ଜିରାପୁରର ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗୋଟିଏ ପରିବାର। ପରିଦର୍ଶନ କରିବା ପରେ ଫେରୁଥିବା ଭକ୍ତଙ୍କ କାର ଟଙ୍କ ପଛରେ ଆସୁଥିବା ଏକ ହାଇ ସ୍ପିଡ୍ ଗାଡି ଧକ୍କା ଦେଇଥିଲା। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏହି ପରିବାରର ସମସ୍ତ ସଦସ୍ୟ ନିଜ ଜୀବନର ଶେଷ ଜନ୍ମଦିନ ପାଳନ କରିଥିଲେ। ରାଜସ୍ତାନର ଟୋକରେ ଦ୍ରୁତ ଗତିରେ ଟ୍ରେଲର ଓ ଜିପ୍ ଭିତରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥି​‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

ରାଜଗଡର ଜୀରାପୁରରେ ଦୁଇ ଦାଦା ପୁଅ ଭାଇ ଲଳିତ ସୋନି ଓ ପଓ୍ବନ ସୋନି ୧ ଜାନୁଆରୀରେ ଖାଟୁ ଶ୍ୟାମର ପଦଯାତ୍ରାରେ ବାହାରିଥିଲେ। ଦୁହେଁ ପ୍ରାୟ ୨୫ ଦିନ ପାଦରେ ଚାଲି ଚାଲି ଖାଟୁ ଶ୍ୟାମ ପହଁଞ୍ଚିଥିଲେ।  ଖାଟୁ ଶ୍ୟାମ୍‌ରେ ସେ ପହଁଞ୍ଚିବା ପରେ ପରିବାର ସଦସ୍ୟ, ଦୁଇ ଦାଦା ପୁଅ ଭାଇଙ୍କୁ ନେବା ପାଇଁ ଦୁଇଟି ଗାଡି ନେଇ ରାଜସ୍ଥାନ ପହଁଞ୍ଚିଥିଲେ। ୨୬ ଜାନୁଆରୀରେ ଦର୍ଶନ ପୁରା କରିବା ପରେ ପୁରା ପରିବାର ଦୁଇଟି ଗାଡିରେ ଯାଉଥିବା ବେଳେ ଆଗରେ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଟକ୍ ଜିଲ୍ଲାର ଏନଏଚ୍ ୫୨ରେ ମଙ୍ଗଳବାର ବିଳମ୍ବିତ ରାତିରେ ସଦର ପୋଲିସ ଥାନାର କିଛି ଦୂରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ଜୟପୁରରୁ ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ଏହି ଗାଡିକୁ ଧକ୍କା ଦେଇଥିଲା, ଯେଉଁଥିରେ  ମଧ୍ୟ ପ୍ରଦେଶର ରାଜଗଡ ଜିଲାର ଗୋଟିଏ ପରିବାରର ୮ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା ରାତି ପ୍ରାୟ ୨ଟା ​‌ବେଳେ ଘଟିଥିଲା। ମୃତକଙ୍କ ଭିତରେ ୩ ପୁରୁଷ ୨ ମହିଳା ଓ ୩ଟି ଶିଶୁ ରହିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ଏହି ଘଟଣା ପରେ ଟ୍ରେଲର ଚାଳକ ମଧ୍ୟ ଟ୍ରେଲର ଛାଡି ଫେରାର ହୋଇଯାଇଥିଲା। ପୋଲିସ କ୍ରେନ ସାହାଯ୍ୟରେ ଦୁଇଟି ଗାଡିକୁ ଅଲଗା କରି ୮ଟି ମୃତଦେହ, ୪ ଆହତ ଓ ଜଣେ ସୁରକ୍ଷିତ ଥିବା ନାବାଳିକାକୁ ଉଦ୍ଧାର କରିଥିଲେ। ଘଟଣା ପରେ ଆହତଙ୍କର ସ୍ଥିତି ଖୁବ୍ ସଙ୍କଟାପନ୍ନ ରହିଛି।