ପୋଲ ଉପରୁ ଭାସିଗଲା ଟ୍ରକ୍‌ , ଡ୍ରାଇଭର ମୃତ

କେନ୍ଦୁଝର – କେନ୍ଦୁଝର ପାଟଣାରେ ଅଘଟଣା । ତୁରୁମୁଙ୍ଗା ବୈତରଣୀ ପୋଲ ଉପରୁ ଭାସିଗଲା ଏକ ଟ୍ରକ୍‌ । ପାଣି ସ୍ରୋତରେ ଗାଡ଼ିଟି ପାରି ହେଉଥିବା ବେଳେ ଏହି ଅଘଟଣା ଘଟିଛି ।

ମିଳିଥିବା ସୂଚନା ଆଧାରରେ ଏଥିରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ପୋଲ ଉପରୁ ଭାସିଗଲା କାର‌ , ଜଣେ ମୃତ

   ସମ୍ବନ୍ଧିତ ଖବର


ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସମ୍ପର୍କରେ କଳଙ୍କ: ସାନ ବାପା ଝିଅଙ୍କୁ ଏକ ତରଫା ପ୍ରେମ ସହ ଅଶ୍ଳୀଳ ଫଟୋ ଭାଇରାଲ କରିବା ଭାଇକୁ ପଡିଲା ମହଙ୍ଗା, ଅଭିଯୁକ୍ତକୁ ଗିରଫ କଲା ପୁଲିସ

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: କୁକୁଡ଼ା, ଦରକାରୀ କାଗଜପତ୍ର ନେଇଗଲେ ହତ୍ୟାକାରୀ

ନିର୍ବନ୍ଧ ପୂର୍ବରୁ ଅନ୍ୟ ଜଣେ ଯୁବକ ସହ ଝିଅ ପଳାଇଲା, ଲୋକ ଲଜ୍ୟା ଭୟରେ ମା’ କଲେ ଆତ୍ମହତ୍ୟା

ମଦ ନିଶା, ମା’କୁ କରିଦେଇଛି ହୃଦୟହୀନା: ଚକୋଲେଟ୍‌ ମାଗିବାରୁ ୩ ବର୍ଷର ପୁଅକୁ ବିଚ୍‌ ରାସ୍ତାରେ ତଳେ ପକାଇ ଗୋଇଠା ମାରିଲା..