ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ମୃର୍ତ୍ତି ଚୋର ସକ୍ରିୟ, ଗ୍ରାମ ଦେବତୀଙ୍କ ମୃର୍ତ୍ତି ଚୋରି କଲେ ଦୁର୍ବୃତ୍ତ

ସାଲେପୁର,୨୪।୬  ମୃର୍ତ୍ତି ରୋର ସକ୍ରିୟ।ମନ୍ଦିରରୁ ବିଳମ୍ବିତ ରାତିରେ ଗ୍ରାମ ଦେବତୀ ମୃର୍ତ୍ତି ଚୋରୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି ଅନ୍ତର୍ଗତ ଓଡାସିଂ ଗ୍ରାମ ଚଣ୍ଡୀ ମନ୍ଦିରରେ।

ସାଲେପୁର ଥାନା ଜପକୁଦ ଫାଣ୍ଡି ଅନ୍ତର୍ଗତ ଓଡାସିଂ ଗ୍ରାମ ଦେବତୀ ମନ୍ଦିରରୁ ବହୁ ପୁରାତନ ଓ ବହୁ ମୂଲ୍ୟବାନ ପଥରର ଚଣ୍ଡୀ ମୃର୍ତ୍ତି ଚୋରି ହୋଇଛି।  ଏ ସମ୍ପର୍କରେ ଓଡାସିଂ ପ୍ରଦୀପ୍ତ କିଶୋର ପଣ୍ଡା ଅଭିଯୋଗ କରିଛନ୍ତି। ଜପକୁଦ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.