ଝିଅ ସୁହାନା ଖାନଙ୍କ ଏହି ଫଟୋ ଯୋଗୁଁ ଲଜ୍ଜିତ ହେଲେ ସାହାରୁଖ, ଦେଖନ୍ତୁ ଫଟୋ

ଘରର ପିଲା ଯାହା କିଛି ବି କଲେ ତାର ସିଧା ପ୍ରଭାବ ସେମାନଙ୍କ ବାପା ମା’ ଉପରେ ହିଁ ପଡ଼ିଥାଏ। ଏଥିପାଇଁ ସାଧାରଣ ଜନତା ହୁଅନ୍ତୁ କି କେଉଁ ସେଲିବ୍ରିଟି ହୁଅନ୍ତୁ ସମସ୍ତ ସାଙ୍ଗରେ ସମାନ ଜିନିଷ ହିଁ ହୋଇଥାଏ।

ଆଜି ଆପଣଙ୍କୁ ବଲିଉଡ଼ କିଙ୍ଗ୍ ଖାନଙ୍କ ଝିଅ ସୁହାନା ଖାନଙ୍କ କିଛି ଫଟୋ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖିଲେ ନିଶ୍ଚିନ୍ତ ଭାବେ ସାହାରୁଖଙ୍କୁ ମଧ୍ୟ ଲାଜ ଲାଗିବ।

ଏତେ କମ୍ ବୟସରେ ଏହିଭଳି କପଡ଼ା ପିନ୍ଧି ବାହାରେ ବୁଲୁଥିବାରୁ ସମୟରେ ଜଣେ ବାପାକୁ କିଭଳି ଲାଗୁଥିବ ଆପଣ ବି ବୁଝିପାରୁଥିବେ।

କେବଳ ଥରେ ନୁହେଁ, ବରଂ ସୁହାନା ଶିଶୁ କଳାକାରଙ୍କ ଭିତରୁ ଜଣେ, ଯିଏ ନିଜର ଡ୍ରେସିଂ ସେନ୍ସ ଏବଂ ଫଟୋକୁ ନେଇ ବିବାଦରେ ରହିଆସିଛନ୍ତି।

ନିଜର ବୋଲ୍ଡ ଫଟୋକୁ ନେଇ ସୁହାନା ନିଜେ ବି ବହୁ ଥର ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇସାରିଛନ୍ତି। ତାଙ୍କ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ସାଙ୍ଗମାନେ ବହୁଥର ଗାଳି ଗୁଲଜ ମଧ୍ୟ କରିଛନ୍ତି।

ଏହି କଥା ସତ କି ଅନ୍ୟ ଶିଶୁ କଳାକାର ଭଳି ସୁହାନା ମଧ୍ୟ ଜଲଦି ବଲିଉଡ଼ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିପାରିବେ। ମାତ୍ର ତାଙ୍କ ତରଫରୁ ଏବେ ପର୍ଯ୍ୟନ୍ତ ସେମିତି କିଛି ବୟାନ ସାମ୍ନାକୁ ଆସି ନାହିଁ।

   ସମ୍ବନ୍ଧିତ ଖବର


ଏମିତି ଥିଲେ ଅଭିନେତା ଇରଫାନ ଖାନ୍‌ ! ଯାହା ଏଯାଏ କେହି ବି ଜାଣିନଥିଲେ …ଜଣେ ବନ୍ଧୁ କଲେ ଖୁଲାସା

ଅଭିନେତା ସୋନୁ ସୁଦ୍‌‌ଙ୍କ ମହାନତା ; ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ –

‘ବାହୁବଳୀ’ ଲୁକ୍‌ରେ ୱାର୍ଣ୍ଣର

ଶ୍ରଦ୍ଧାଙ୍କୁ ଚିହ୍ନିପାରିଲେନି ପ୍ରଶଂସକ, ଇନ୍‌ଷ୍ଟାଗ୍ରାମ୍‌ରେ ସେଲ୍ଫି ପୋଷ୍ଟ କରି ଲେଖିଲେ‌ ‘କେତେ ମଜା ଲାଗିଲା’

ସଲମାନ୍‌ଙ୍କ କ୍ୱାରେଣ୍ଟାଇନ୍‌ ଜୀବନକୁ ନେଇ ପ୍ରସ୍ତୁତ ହେବ ‘ହାଉସ୍‌ ଅଫ୍‌ ଭାଇଜାନ୍‌’

ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ ଏହି ଫେମସ ଆକ୍ଟର, ବାଧ୍ୟ ହୋଇ ବିକିଦେଲେ କାର୍