PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଏହି ମନ୍ଦିର ଗୁଡିକରେ ହୁଏନି ଦେବା-ଦେବୀଙ୍କ ପୂଜା, ନିଜ ରକ୍ତକୁ ପ୍ରସାଦ କରି ଚଢାନ୍ତି ଶ୍ରଦ୍ଧାଳୁ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ,୧୨।୩: ସାଧାରଣତଃ  ଲୋକମାନେ ମନ୍ଦିରର ନାମ ଶୁଣିବା ମାତ୍ରେ ବୁଝି ଯାଆନ୍ତି କେହି ନା କେହି ଭଗବାନ ଅଛନ୍ତି ଓ ତାଙ୍କର ପୂଜା ହେବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠି କୌଣସି ଭଗବାନଙ୍କ କିମ୍ବା ଦେବା-ଦେବୀଙ୍କ ପୂଜା ହୁଏନି ବଂର କୌରବ ପାଣ୍ଡବଙ୍କ ପୂଜା ହୋଇଥାଏ। ଏହା ଭିତରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠି ଲୋକ ପ୍ରସାଦ ଭାବରେ ନିଜର ରକ୍ତକୁ ଚଢାଇଥାନ୍ତି।

source: https://thinkbangalore.blogspot.com

ବେଙ୍ଗାଲୁରରେ ଏଭଳି ଏକ ମନ୍ଦିର ରହିଛି।ଯାହାକୁ ଦୌପଦି ମନ୍ଦିର କୁହାଯାଏ। ଏହି ମନ୍ଦିର ପ୍ରାୟ ୮୦୦ ବର୍ଷ ପୁରୁଣା। ଏହି ମନ୍ଦିରକୁ ଧର୍ମରାୟ ସ୍ବାମୀ ମନ୍ଦିର ନାମରେ ଜଣାଯାଏ।

source: http://www.samacharjagat.com

ଉତ୍ତରାଖଣ୍ଡର ଉତ୍ତରକାଶୀର ସାରନୋଲରେ ଏକ ମନ୍ଦିର ରହିଛି। ଯାହାକୁ ଦାନବୀର କର୍ଣ୍ଣ ମନ୍ଦିର ବୋଲି କୁହାଯାଏ। ଏହି ମନ୍ଦିର କାଠରେ ତିଆରି ହୋଇଛି। ଯାହା ଭିତରେ ପାଣ୍ଡବ ୫ ଭାଇଙ୍କ ୬ଟି ଛୋଟଛୋଟ ମନ୍ଦିର ରହିଛି।

source: https://khabar.ndtv.com

କେରଳର କୋଲ୍ଲାମ ଜିଲ୍ଲାର ମାୟକୋଟ୍ଟୁ ମଲଚାରଭୁରେ ଦୁର୍ଯୋଧନର ମାମୁଁ ଶଙ୍କୁନି ମନ୍ଦିର ରହିଛି। ଏହି ମନ୍ଦିର ପବିତ୍ରତ୍ରେଶ୍ବରମ ନାମରେ ପ୍ରସିଦ୍ଧ। ଶଙ୍କୁନି ମନ୍ଦିର ପାଖରେ ମଧ୍ୟ ଦୁର୍ଯୋଧନ ମନ୍ଦିର ରହିଛି।

source: https://www.lokmatnews.in

ଆହ୍ଲାବାଦର ଦାରଗଞ୍ଜରେ ପିତାମହ ଭୀଷ୍ମଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ତୀରରେ ଶର୍ଯ୍ୟା ତିଆରି କରାଯାଇଛି। ଯାହା ଉପରେ ଭୀଷ୍ମଙ୍କ ୧୨ ଫୁଟ ଲମ୍ବା ମୂର୍ତ୍ତି ରହିଛି।

source: https://beingpahadi.com

ମନାଲିରେ ଏକ ମନ୍ଦିର ରହିଛି, ଯାହାକୁ ହିଡିମ୍ବା ମନ୍ଦିର କୁହାଯାଏ। ହିଡିମ୍ବା ଭୀମଙ୍କ ସ୍ତ୍ରୀ, ତାଙ୍କ ପୁଅ ହେଉଛନ୍ତି ଘଟୋତ୍କଚ। କୁହାଯାଏ ହିଡିମ୍ବା ମନ୍ଦିରରେ ଆଜି ବି ଲୋକେ ପ୍ରସାଦ ଭାବରେ ନିଜର ରକ୍ତ ଚଢାଇଥାନ୍ତି ।