ଆଇପିଏସଙ୍କ ଘରୁ ଚୋରି, ୩ ଗିରଫ

ଭୁବନେଶ୍ବର ୩/୬: ପୋଲିସ୍‌ ଘରୁ ଚୋରି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ବରରେ ଘଟିଛି। ଜଣେ ଆଇପିଏସ୍‌ଙ୍କ ଘର ଝରକା ଭାଙ୍ଗି ଚୋରି କରି ନେଇଛନ୍ତି ଚୋର। ଏହି ଘଟଣା ରାଜଧାନୀ ଭୁବନେଶ୍ବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଚୋରି ଘଟଣାରେ କ୍ୟାପିଟାଲ ଥାନାର ପୋଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଏହି ତିନି ଅଭିଯୁକ୍ତଙ୍କୁ ଷ୍ଟେସନ୍ ଅଞ୍ଚଳରୁ ପୋଲିସ୍ ଗିରଫ କରିଛି। ଆଇପିଏସଙ୍କ ସରକାରୀ ବାସଭବନରୁ ଏହି ତିନିଜଣ ଅଭିଯୁକ୍ତ ଚୋରି କରିଥିଲେ। ଏ ନେଇ ଥାନାରେ  ଅଭିଯୋଗ  ହୋଇଥିଲା ।  ଏମାନଙ୍କ ପାଖରୁ କ୍ୟାପିଟାଲ ଥାନା ପୋଲିସ୍ ଲାପଟପ୍ ସହିତ ବହୁ ଚୋରା ସାମଗ୍ରୀ ଜବତ କରିଛି।

   ସମ୍ବନ୍ଧିତ ଖବର


ଘଟଣା ହିଁ ଇଙ୍ଗିତ କରୁଛି ସବୁକିଛି : ଅନ୍ତ୍ୟେଷ୍ଟି ପରେ ସରକାରୀ ରିପୋର୍ଟ କରୋନା ପଜିଟିଭ୍‌ କିନ୍ତୁ ଘରୋଇ ଡାକ୍ତରଖାନାରେ ଆସିଲା ନେଗେଟିଭ୍‌

କ୍ୱାରେଣ୍ଟାଇନ୍‌ରେ ରହିଲେ ପ୍ରସନ୍ନ ପାଟ୍ଟଶାଣୀ

ବିଗୁଡ଼ିଛି ଓୟୁଏଟି ସ୍ଥିତି : ୨ରୁ ଉର୍ଦ୍ଧ୍ବ ପଜିଟିଭ ଚିହ୍ନଟ କିନ୍ତୁ ଚେତୁନାହାନ୍ତି କର୍ତ୍ତୃପକ୍ଷ

ଶେଷ ସେମିଷ୍ଟର୍‌ ପରୀକ୍ଷା ବାଧ୍ୟତାମୂଳକ, ଢାଞ୍ଚାରେ ହୋଇପାରେ ପରିବର୍ତ୍ତନ : ୟୁଜିସି

କରୋନା ପାଇଁ ନେତା ଛାନିଆ, ଖାସ୍‌ ସମର୍ଥକଙ୍କୁ ବି ଭେଟିବା ମନା

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି