PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଏହି କ୍ରିସମାସରେ ନିଜ ବନ୍ଧୁଙ୍କୁ ଦିଅନ୍ତୁ ଉପହାର, ଆମାଜନ ଦେଉଛି ଖାସ୍ ଅଫର୍

ଭୁବନେଶ୍ୱର ୨୦/୧୨: ଆଉ ୫ ଦିନ ପରେ କ୍ରିସମାସ୍  । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସମସ୍ତେ ନିଜ ଖାସ୍ ଲୋକଙ୍କୁ ଉପହାର ଦେବା ପାଇଁ ଯୋଜନା କରୁଛନ୍ତି । ଯଦି ଆପଣ ମଧ୍ୟ ନିଜ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କୁ କ୍ରିସମସ୍ ଅବସରରେ କିଛି ଖାସ୍ ଉପହାର ଦେବାକୁ ଚାହୁଁଛନ୍ତି ଯାହା ଫଳରେ ସେମାନେ ଆପଣଙ୍କୁ ସବୁଦିନ ପାଇଁ ମନେ ରଖିବେ ତେବେ ଆପଣ ଆମାଜନରୁ ଏହି ଫାଇଦା ଉଠାଇ ପାରିବେ । ପ୍ରକୃତରେ ଆମାଜନ ଦ୍ୱାରା କ୍ରିସମସକୁ ନଜରରେ ରଖି କିଛି କ୍ରିସମାସ୍ ଗିଫ୍ଟ ଉପରେ ବିଶେଷ ରିହାତି ଦିଆଯାଉଛି ଯାହା ଆପଣ ଅର୍ଡର କରି କ୍ରିସମାସ୍  ପୂର୍ବରୁ ନିଜ ଖାସ୍ ଲୋକଙ୍କୁ ଦେଇପାରିବେ । ତେବେ ଆସନ୍ତୁ ଜାଣିବା ଆମାଜନରେ ମିଳୁଥିବା ଏହି ଗିଫ୍ଟ ସମ୍ପର୍କରେ…

କ୍ରିସମାସରେ ଆମାଜନ ଦ୍ୱାରା ବହୁତ କମ୍ ଦାମରେ ଗିଫ୍ଟ ବିକ୍ରି କରାଯାଉଛି । ଏହା ଏକ କଫି ମଗ୍, ଯାହାକୁ ଖାସ୍ ରୂପେ କ୍ରିସମାସ୍ ପାଇଁ ପ୍ରସ୍ତୁତ କରାଯାଇଛି । ଏହି କ୍ରିସମାସ୍ କଫି ମଗ୍‌ ଉପରେ ସାନ୍ତା କ୍ଲୋଜର ଫଟୋ ଅଙ୍କା ଯାଇଛି । ଏହି ମଗ ଦାମ୍ ୨୯୯ ରଖାଯାଇଛି ଯାହାକୁ ଆପଣ ଅର୍ଡର କରିପାରିବେ ।

ଏହି ମଗ୍ କ୍ରିସମାସ୍ ମଗ ଏବଂ ଏହାର ରଙ୍ଗ ଧଳା । ଏହା ଉପରେ ମଧ୍ୟ ସାନ୍ତା କ୍ଲୋଜର ଫଟୋ ଛପା ଯାଇଛି । ଏହି ମଗର ଦାମ୍ ୩୯୯ ଟଙ୍କା ରଖାଯାଇଛି ଯାହକୁ ଆପଣ ଅର୍ଡର କଲେ ୨-୩ ଦିନ ଭିତରେ ଆପଣଙ୍କ ପାଖରେ ପହଞ୍ଚିଯିବ । ତେଣୁ ଏବେ ଅର୍ଡର କରନ୍ତୁ ।

ଯଦି ଆପଣ ନିଜ ପିଲାଙ୍କ ପାଇଁ କିଛି ଗିଫ୍ଟ ନେବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଅଫର ହୋଇପାରେ । କାରଣ ଏହି ଗିଫ୍ଟରେ ଆମାଜନ ଆପଣଙ୍କ ଗୋଟିଏ କଫି ମଗ୍ ତ ଦେଉଛି, ଏହା ସହ ଆପଣଙ୍କ ପିଲାଙ୍କ ପାଇଁ ୫ ସାନ୍ତା ପେନ୍ ମଧ୍ୟ ଦେଉଛି ।

କ୍ରିସମାସ୍ ଅବସରରେ ଆପଣଙ୍କୁ ଏହି ଉପହାର ବହୁତ ପସନ୍ଦ ଆସିବା ସହ ବହୁତ ଲାଭଦାୟକ ମଧ୍ୟ ହୋଇପାରେ । କାରଣ ଏଥିରେ କେବଳ ଯେ ୪ଟି ମଗ ମିଳେ ତାହା ନୁହେଁ ବରଂ ୪ କ୍ରିସମାସ୍ କ୍ୟାପ୍ ମଧ୍ୟ ମିଳେ । ଏହାର ପ୍ରକୃତ ମୂଲ୍ୟ ୧୧୯୯ ଟଙ୍କା କିନ୍ତୁ ଆମାଜନ ଏହାକୁ ଅଫରରେ ମାତ୍ର ୮୯୯ ଟଙ୍କାରେ ଦେଉଛି ।

ସମ୍ବନ୍ଧିତ ଖବର