PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଏହି ଜିଳ୍ଳାରେ ଲୁଚି ରହିଛି ତେଲ ଭଣ୍ଡାର, ସେଟଲାଇଟ୍ ଦେଲା ସଙ୍କେତ

ଲକ୍ଷ୍ନୋ ୧୩।୪: ପେଟ୍ରୋଲିୟମ୍ ପଦାର୍ଥକୁ ନେଇ ଭାରତକୁ ଅନ୍ୟ ଦେଶରେ ଉପରେ ନିର୍ଭର ରହିବାକୁ ପଡ଼ୁଛି। ଏହି ତେଲ କୈାଣସି ପାହାଡ଼ି ଅଞ୍ଚଳରେ ନାହିଁ ବରଂ ରାଜଧାନୀ ଦିଳ୍ଲୀରେ ଅଛି।

ସେଟଲାଇଟ୍ ମାଧ୍ୟମରୁ ସଙ୍କେତ ଅନୁମାନ କରାଯାଉଛି କି, ବାଗପତରେ ପେଟ୍ରୋଲିୟମ୍ ପଦାର୍ଥର ବଡ଼ ଭଣ୍ଡାର ଲୁଚି ରହିଛି। ଏହି ସମ୍ଭାବନାକୁ ନେଇ ଓଏନଜିସି ବାଗପତର କେରଠଲ ଗାଁରେ ତଲାସି ଆରମ୍ଭ କରିଦେଇଛନ୍ତି। ଯଦି ଏହି ସମ୍ଭାବନା ସତ ହୁଏ ତେବେ ବାଗପତର କେରଠଲ ଗାଁ ଦୁନିଆରେ ସବୁ ଲୋକଙ୍କ ନଜର ତା ଉପରେ ରହିବ।

ଏବେ କର୍ମଚାରୀଙ୍କୁ ଖୋଜିବା କାମରେ ଲଗାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୦ ଫିଟ ଗାଢ଼ା ଖୋଳାଯାଇଛି। ୨ହଜାର ଫିଟରୁ ଆହୁରି ଅଧିକ ଗାଢ଼ା କରିବାକୁ ପଡ଼ିବ। ଯଦି ଏଠାରେ ତେଲର ଭଣ୍ଡାର ମିଳିଯିବ ତେବେ ହୋଇପାରେ ବାଗପତର ଭାଗ୍ୟ ଖୋଲିଯିବ।

ସମ୍ବନ୍ଧିତ ଖବର