PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଏହି କୁକୁର ମନ୍ଦିରରେ ଗାଉଛି ଭଜନ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ

ପୁନେ,୧୬।୪: କୁହାଯାଏ ପଶୁଙ୍କ ଭିତରେ ମଣିଷ ଅପେକ୍ଷା ଶୁଙ୍ଘିବା, ଦେଖିବା ଏବଂ ଶୁଣିବାର ଶକ୍ତି ଅଧିକ ରହିଥାଏ। ଏବେ ଏହି କଥାକୁ ପ୍ରମାଣିତ କରିଛି ଏହି କୁକୁର। ପୁନେରେ ଥିବା ଏହି କୁକୁରଟି ମନ୍ଦିରରେ ଭଜନ ଗାଉଛି। ଯଦିଓ ଏହି କଥାଟି ଆପଣଙ୍କୁ ଅଦ୍ଭୁତ ଲାଗୁଥିବ ତେବେ କଥାଟତି ସତ। ଏହି କୁକରଟି  ପ୍ରତି ଗୁରୁବାର ସନ୍ଧ୍ୟାରେ ମନ୍ଦିର ଯାଇଥାଏ ଓ ଭଜନ କୀର୍ତ୍ତନରେ ସାମିଲ ହୋଇଥାଏ।

ଏହି ଭିଡିଟିକୁ ଦେଖିବା ପରେ ଜାଣିପାରିବେ। ସୁଷମା ଦାତେ ନାମକ ଜଣେ ମହିଳା ନିଜର ଟ୍ବିଟର ହ୍ୟାଣ୍ଡେଳରେ ଏହାକୁ ସେୟାର କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ସେୟାର କରି ସୁଷମା କହିଛନ୍ତି ଯେ, ଏହି କୁକୁର ମୋର ସାଙ୍ଗର କାରଖାନାରେ ରୁହେ। ପ୍ରତି ଗୁରୁବାର ସେ ମନ୍ଦିର ଆସିଥାଏ ଓ କୀର୍ତ୍ତନରେ ସାମିଲ ହୋଇଥାଏ। ପରେ ଭଜନ କୀର୍ତ୍ତନ ଶେଷ ହେବାପରେ କୁକୁରଟି ପ୍ରସାଦ ଖାଇ କାରଖାନା ଫେରିଯାଇଥାଏ।

ସମ୍ବନ୍ଧିତ ଖବର