ଏଇଠି ରହିଛି ଏସିଆର ସବୁଠାରୁ ବଡ଼ ରେଡ୍ ଲାଇଟ୍ ଏରିଆ,ଖୁବ୍ କଷ୍ଟକର ରହିଥାଏ ଦେହଜୀବିଙ୍କ ଜୀବନ

ନୂଆଦିଲ୍ଲୀ,୨୫।୮: ଦେହ ବ୍ୟବସାୟ ଧନ୍ଦାରେ ଅନେକ ଯୁବତୀ ଓ ମହିଳାଙ୍କ ଜୀବନ ନର୍କ ହୋଇଯାଇଥିବା ବେଳେ ଅନେକ ଅପରାଧ ମଧ୍ୟ ଘଟୁଛି। ତେବେ ପେଟପୋଷିବା ପାଇଁ ଦେହବ୍ୟବସାୟର ଧନ୍ଦା କରୁଥିବା ଏହି ମହିଳାଙ୍କ ଜୀବନ ଖୁବ୍ କଷ୍ଟକର ରହିଥାଏ। ଆଜି ଆମେ ଆପଣଙ୍କୁ ଏସିଆର ସବୁଠାରୁ ବଡ ରେଡଲାଇଟ୍ ଏରିଆ ସମ୍ପର୍କରେ କହିବାକୁ ଯାଉଛୁ,ଯାହାକି ଆମ ଦେଶରେ ଏହା ରହିଛି। ଏଠାରେ ୧୨ରୁ ୧୭ ବର୍ଷୀୟ ଝିଅଙ୍କ ଦ୍ବାରା ଦେହବେପାର କରାଯାଏ। ତାହା କୌଣସି ସ୍ଥାନ ନୁହେଁ ବଂର ପଶ୍ଚିମବଙ୍ଗର କୋଲକାତାରେ ଥିବା ସୋନାଗାଛିରେ ରହିଛି।

ଏହି ସ୍ଥାନ ଏତେ ବଡ ଯେ, ସେଠାରେ ରହୁଥିବା ମହିଳାଙ୍କ ଦୁଃଖ ଏତେ ଅଧିକ ଯେ ୧୪ ହଜାରରରୁ ଅଧିକ ବେଶ୍ୟା ରହୁଛନ୍ତି। ଏଠାକାର ଗଳି ରାସ୍ତାରେ ପିଲାମାନଙ୍କୁ ଓ ମେକଅପ୍ କରୁଥିବା ନେଇ ମହିଳାଙ୍କୁ ଦେଖିବାକୁ ମିଳିଥାଏ। ଏହି ମହିଳାମାନେ ଗଳିରେ ଯାଉଥିବା ପୁରୁଷଙ୍କୁ ଟାଣିକି ନିଜ ରୁମକୁ ନେଇଯାଇଥାନ୍ତି।  

ଏଠାରେ କାମ କରୁଥିବା ମହିଳାଙ୍କୁ ଦେହ ବେପାର କରିବା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ମହିଳାମାନଙ୍କୁ ବଳପୂର୍ବକ ଭାବରେ ଏହି ଧନ୍ଦାକୁ ଟଣାଯାଇଥାଏ। ବହୁ ମହିଳା ନିଜର ପେଟପୋ​‌ଷିବା ପାଇଁ ଏଭଳି କାମ କରିଥାନ୍ତି। ଏପରିକି ଏଠାରେ ୧୦୦ ରୁ ୧୫୦ ଟଙ୍କା ନେଇ ଏହି ମହିଳାମାନେ ନିଜର ଇଜ୍ଜତ ବିକ୍ରି କରିଦେଇଥାନ୍ତି।

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା