ପ୍ରତିଦିନ ୪ଟି ରାଲି କରିବା ପରେ ମଧ୍ୟ କିଭଳି ଠିକ୍ ରହୁଛି ମୋଦିଙ୍କ ଗଳା?, ବ୍ୟବହାର କରନ୍ତି ଏହି ଉପାୟ…

ନୂଆଦିଲ୍ଲୀ,୪।୪: ଲୋକସଭା ନିର୍ବାଚନ ୨୦୧୯ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଆଁଧାର ପ୍ରଚାର ଅଭିଯାନରେ ଲାଗିପଡିଛନ୍ତି। ଦେଶର ଭିନ୍ନ ଭିନ୍ନ ଭାଗରେ ପ୍ରତିଦିନ ୪ଟି ରାଲି କରୁଛନ୍ତି। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ସମୟରେ ଏଭଳି ଭାବରେ ତାଙ୍କୁ ୨୫୦ ଟି ରାଲିରେ ଯୋଗ ଦେଇ ଭାଷଣ ଦେବାର ଅଛି। ତେଣୁ ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନକୁ ପ୍ରଶ୍ନ ଆସୁଛି ମୋଦି ନିଜକୁ ସୁସ୍ଥ ରଖିବା ସହ ନିଜ ଗଳାର କିଭଳି ଯତ୍ନ ନେଇଥାନ୍ତି? ଏବେ ଏ​‌ହାର ଉତ୍ତର ମିଳିଯାଇଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ ବନାରସର ଜଣେ ସନ୍ୟାସୀଙ୍କ ପରାମର୍ଶରେ ମୋଦି ପ୍ରତିଦିନ ସକାଳେ ଗରମ ପାଣି ସହିତ ତୁଳସୀ ପତ୍ର ଏବଂ ଗୋଲମରିଚ ପକାଇ ପିଇଥାନ୍ତି। ଯାହାଫଳରେ ଦିନରେ ଯେତେ ଭାଷଣ ଦେଲେ ମଧ୍ୟ ତାଙ୍କର ଗଳା ଠିକ୍ ରହୁଛି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଦିନ ସକାଳେ ଯୋଗ ଏବଂ ପ୍ରାଣାୟମ କରିବା ସହ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ