କେବେ ଦେଖି ନଥିବେ ଏମିତି ପାରାଗ୍ଲାଇଡିଂ, ହସି ହସି ଗଡିବେ

ଭୁବନେଶ୍ୱର ୨୭/୮: ଆପଣ ଛୁଟିରେ ନିଜ ପରିବାର ସହିତ ସମୟ କଟାଇବା ପାଇଁ ଯାଉଥିବେ ନିଶ୍ଚୟ । ଅଫିସରୁ କିମ୍ବା ନିଜ ବିଜନେସରୁ ସମୟ ବାହାର କରି ନିଜ ପରିବାର ସହିତ ବୁଲୁଥିବେ, ସପିଂ କରୁଥିବେ, ରୋପି, ବୋଟିଂ କିମ୍ବା ପାରାଗ୍ଲାଇଡିଂ କରିବାକୁ ଭଲ ପାଉଥିବେ ।  କିଛି ଲୋକଙ୍କୁ ନୂଆ ଆଡଭେଞ୍ଚର୍ସ କରିବାକୁ  ଭଲ ଲାଗେ ଏବଂ କିଛି ଲୋକ ଏଥିପାଇଁ ଭୟ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ଯକ୍ତି ପାରାଗ୍ଲାଇଡିଂ କରୁଛନ୍ତି । କିନ୍ତୁ ଉପରକୁ ଉଠିବା ପରେ ସେ ଅତ୍ୟଧିକ ମାତ୍ରାରେ ଭୟଭୀତ ହୋଇ ପଡୁଛନ୍ତି ଏବଂ ତାପରେ…… ଆଉ ଆମେ କିଛି କହିବୁନି । ଆପଣ ନିଜେ ଭିଡିଓ ଦେଖନ୍ତୁ…

କଣ ଭିଡିଓ ଦେଖି ନିଜ ହସ ରୋକିପାରିଲେନି ନା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାକୁ ଲାଗିଛି । ୟୁଜର୍ସ ଏହି ଭିଡିଓକୁ ଦେଖି ମଜା ଉଠାଉଛନ୍ତି । ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଆସୁଛି । ଏହାକୁ ନେଇ ସୋସିଆଲ ମିିଡିଆରେ ମିମ୍ସ ମଧ୍ଯ ଘୁରିବୁଲୁଛି । ଦେଖନ୍ତୁ …

View this post on Instagram

😂😂 Original © Sahil Pawar

A post shared by Sarcasm Industry (@sarcasmindustry) on

View this post on Instagram

Tag a mumbaikar

A post shared by High without Weed (@highwithoutweed) on

   ସମ୍ବନ୍ଧିତ ଖବର


ଅକ୍ଟୋବରରୁ ସୁଟିଂ ସେଟ୍‌କୁ ଫେରିବେ ଶାହିଦ୍‌

‘ବାଳିକା ବଧୂ’ ସିରିଏଲର ଡାଇରେକ୍ଟର ଏବେ ଠେଲାରେ ବିକ୍ରି କରୁଛନ୍ତି ପରିବା, କରୋନା ଲକଡାଉନ୍ ଛଡାଇ ନେଲା ଜୀବିକା

ଡ୍ରଗ୍ସ ଚାଟ୍‌ ଓ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଆଡମିନ୍‌ ଥିବା ମାନିଲେ ଦୀପିକା ପାଦୁକନ୍‌-କରନ ଜୋହରଙ୍କ କମ୍ପାନିର କ୍ଷୀତିଜ ରବିପ୍ରସାଦ ଗିରଫ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

୩୧ ବର୍ଷ ପରେ ସୁଭାଷଙ୍କ ଫିଲ୍ମରେ ଆସିବେ ଜ୍ୟାକି ଓ ଅନୀଲ କାପୁର- ସିନେମା ନାଁ

ଡ୍ରଗ୍ସ ପରୀକ୍ଷା କରାଇଲେ ଟିଆ