ବିହାରରେ ବେଲଗାମ୍ ଅପରାଧୀ, ବିଚ୍ ରାସ୍ତାରେ ଗୋଟିଏ ପରିବାର ୩ ଜଣଙ୍କୁ ଗୁଳିକରି ହତ୍ୟା, କାରଣ ରହିଥିଲା ଏହା

ସୀତାମଢି,୨୬।୮: ବିହାରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ। ଏହାକୁ ପ୍ରତିବାଦ କଲେ ଜୀବନ ଦେବାକୁ ପଡୁଛି ସାଧାରଣ ଲୋକଙ୍କୁ। ଏଭଳି ଏକ ଘଟଣା ବିହାରର ସୀତାମଢି ଜିଲ୍ଲାରେ ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳି କରି ଆଜି ସକାଳେ ହତ୍ୟା କରିଦିଆଯାଇଛି। ମୃତକଙ୍କ ଭିତରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ରହିଛନ୍ତି। ସେମାନେ କୌଣସି ଏକ ବିବାଦକୁ ନେଇ କୋର୍ଟରେ ସାକ୍ଷୀ ଦେବାକୁ ଯିବା ସମୟରେ ବିଚ୍ ରାସ୍ତାରେ ଗୁଳି କରି ଅପରାଧୀମାନେ ତାଙ୍କୁ ହତ୍ୟା କରିଛନ୍ତି୧।

ପୂର୍ବ ବିବାଦକୁ ନେଇ ସୀତାମଢି ଜିଲ୍ଲାର ସୁପି ଥାନା ଅନ୍ତର୍ଗତ ମଲାହି ଟୋଲ ପାଖରେ ବାଇକରେ ଯାଉଥିବା ଯୁବକମାନେ ଡୁମରା କୋର୍ଟରେ ସାକ୍ଷୀ ଦେବାକୁ ଯାଉଥିବା ଅନ୍ତରା ଗାଁର ସ୍ବ ହବିବ ଖାନଙ୍କ ୨୪ ବର୍ଷୀୟ ପୁଅ ଇଜାଜ୍ ଖାନ ଏବଂ ଅସଗର ଖାନଙ୍କ ପୁଅ ସଲମାନ ଖାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ ମୁନ୍ନା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଶାହଜାହାଁ(୪୦ ବର୍ଷ)ଙ୍କୁ ଗୁଳି କରି ହତ୍ୟା କରି ଅପରାଧୀମାନେ ଫେରାର ହୋଇଯାଇଥିଲେ। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ

   ସମ୍ବନ୍ଧିତ ଖବର


ସ୍ତ୍ରୀର ମାନ୍ୟତା ଦାବି କରିବାରୁ… ଯୁବତୀଙ୍କୁ ମାରି ଫିଙ୍ଗିଦେଲେ

ଶାଶୂ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅଲକାଏଦା ଆକ୍ରମଣ ଯୋଜନା ପଣ୍ଡ-ଅନ୍‌ଲାଇନ୍‌ରେ ନେଉଥିଲେ ଆତଙ୍କବାଦୀ ତାଲିମ

ସ୍ପଷ୍ଟ ଦିବାଲୋକରେ ଚାଲିଛି ଚୋରା ମଦ ଚାଲାଣ ଘଟଣା,ଖବର ପ୍ରକାଶନ ପରେ ଚେତିଲା ଅବକାରୀ ବିଭାଗ

କରଣ ଜୋହରଙ୍କ ଡ୍ରଗ୍ସ ପାର୍ଟିକୁ ନେଇ ବଢିଲା ଅଡୁଆ

ପତ୍ନୀଙ୍କୁ କରୋନା ପଜିଟିଭ୍‌ କହି ସ୍ୱାମୀ ନିଖୋଜ-ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିଲେ