୭ ଜିଲ୍ଲାରେ କୁଆପଥର ବର୍ଷା ସହ ବଜ୍ରପାତ ସମ୍ଭାବନା

source;http://old.unb.com.bd
ଭୁବନେଶ୍ୱର ୧୭/୪: ୭ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା । ୭ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନାର ପୂର୍ବାନୁମାନ କଲା ପାଣିପାଗ ବିଭାଗ । ୭ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଝାରସୁଗୁଡା, ସମ୍ବଲପୁର । କହିରଖୁଛୁ ଭୁବନେଶ୍ୱର ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ବୁଧବାର ଏହାର ତାପମାତ୍ରା ଥିଲା ୪୧.୭ ଡିଗ୍ରୀ । ତେବେ ୭୨ ଘଣ୍ଟା ମଧ୍ଯରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।