ପୁଣି ବାଘ ଆତଙ୍କ : ଧରମବନ୍ଧା ଅଞ୍ଚଳରେ ବୁଲୁଛି କଲରାପତରିଆ

ନୂଆପଡା ୦୫।୧୨: ନୂଆପଡାରେ ପୁଣି ବାଘ ଆତଙ୍କ । ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳ ଧରମବନ୍ଧା ଅଞ୍ଚଳରେ ଘୁରି ବୁଲୁଛି କଲରାପତରିଆ ବାଘ । ସିଆରପିଏଫ୍ କ୍ୟାମ୍ପରେ ଲାଗିଥିବା ସିସିଟିଭିରେ ବାଘ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି ।

ଗତ ୨ ମାସ ହେବ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଖେଳାଉଛି । ଫଳରେ ଲୋକେ ଘରୁ ବାହାରକୁ ଭୟ କରୁଛନ୍ତି । ସନ୍ଧ୍ୟା ହେଲେ ଭୟରେ ତାଟି କବାଟ ପଡିଯାଉଛି ।

   ସମ୍ବନ୍ଧିତ ଖବର


ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା