PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଟପ୍‌ଲେସ୍‌-ବୋଲ୍ଡ ଫଟୋ ସେୟାର କରି ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଟେଲି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଟିଭି ଅଭିନେତ୍ରୀ ଟିନା ଦତ୍ତ। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବୋଲ୍ଡ ଫଟୋ ସେୟାର କରି ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଟପ୍‌ଲେସ୍‌ ପିକ୍‌ ଛାଡ଼ି ଚର୍ଚ୍ଚାରେ ଟିନା।

ଲୋକପ୍ରିୟ ଟେଲି ଧାରାବାହିକ ଉତ୍ତରନରେ ଇଚ୍ଛା ଭୂମିକାରେ ଅଭିନୟ କରନ୍ତି ଟିନା। ନିଜୟ ଅଭିନୟ ବଳରେ ଦର୍ଶକଙ୍କ ମନ ଜିଣିଥିବା ବେଳେ ଏବେ ହଟ୍‌ ଓ ବୋଲ୍ଡ ଫଟୋ ସେୟାର କରି ଚର୍ଚ୍ଚାର ପରିଶରକୁ ଆସିଛନ୍ତି। ଟିନା ମଙ୍ଗଳବାର ଦିନ ତାଙ୍କ ଇନଷ୍ଟାଗ୍ରାମ୍‌ ପ୍ରେଫାଇଲେ ୫ଟି ଟପ୍‌ଲେସ୍‌ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଅଭିନେତ୍ରୀ ଜଣକ ଫଟୋ ସେୟାର କରିବା ସହ କ୍ୟାପସନ୍‌ ଲେଖିଛନ୍ତି ଯେ, ଯଦି ମୁଁ ତାପମାତ୍ରାକୁ ଗରମ କରିଦିଏ? ମୁଁ ଭାବିଲି ନୂଆ ମାସ ପରିବର୍ତ୍ତନ ଯୋଗ୍ୟ। ଏହି ଫଟୋ ଏଡିଟି ହୋଇଛି କିନ୍ତୁ ମୁଁ ଭାବେ ଯଦି ତୁମେ ତୁମ ତ୍ବଚା ସହ କମର୍ଫଟେବୁଲ ଅଛ, ତେବେ ତାହା ଠିକ୍। ମନେରଖ ଯେଉଁଥିରେ ଆପଣଙ୍କୁ କମଫର୍ଟ ମିିଳେ ତାହା କରନ୍ତୁ। ଅନ୍ୟମାନେ କ’ଣ ଭାବିବେ ତାହା ଚିନ୍ତା ନକରି ବୋଲି ସେ ଲେଖିଛନ୍ତି।