PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଡିଜିଟାଲରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହେଉଥିବା ଏହି ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

https://zeenews.india.com/

ମୁମ୍ବାଇ ୪/୮: ଟିଭିର ଫେମସ ଅଭିନେତ୍ରୀ ଟୀନା ଦତ୍ତା ଆଗାମୀ ୱେବ୍ ସିରିଜ ମାଧ୍ୟମରେ ଡିଜିଟାଲ୍ ଦୁନିଆରେ ପାଦ ରଖିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଟିଭି ଶୋ ‘ଉତ୍ତରନ’ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀଙ୍କ କହିବାନୁସାରେ ସେ ଡିଜିଟାଲ୍  ସ୍ପେଶ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ତେବେ ଅନ୍ୟ ପଟେ ତାଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

image courtesy:https://zeenews.india.com/
image courtesy:https://zeenews.india.com/

‘ନକ୍ସଲ’ରେ କରିବେ ଡିଜିଟାଲ୍ ଡେବ୍ୟୁ
ଟୀନା ଦତ୍ତା ନିଜ ନୂଆ ୱେବ୍ ସିରିଜ ‘ନକ୍ସଲ’ରୁ ଡିଜିଟାଲ୍ ଡେବ୍ୟୁ କରିବେ ।  ସେ ନିଜ ଭୂମିକା ସମ୍ପର୍କରେ କହିଛନ୍ତି କି ‘ନକ୍ସଲ’ରେ ସେ ଅଲଗା ଅବତାରରେ ନଜର ଆସିବେ ।  ସେ ଏମିତି କିଛି କରିବେ ଯାହା ସେ ସ୍କ୍ରିନରେ କେବେ ବି କରିନାହାଁନ୍ତି ।

image courtesy:https://zeenews.india.com/
image courtesy:https://zeenews.india.com/

ଟୀନା ଦତ୍ତା କହିଛନ୍ତି ସେ ଶୋରେ ପୋଲିସ ଅଫିସର,  ଏବଂ ପ୍ରେମିକା ଭୂମିକାରେ ନଜର ଆସିବେ ।ସେ କହିଛନ୍ତି କି ଏହି ଶୋ ରେ ସେ ଲିଡ୍ ରୋଲରେ ନଜର ଆସିବେ ଯେଉଁଥିରେ ତାଙ୍କ ଭୂମିକା ଓ କାହାଣୀ ସହିତ ବହୁତ ଟ୍ୱିଷ୍ଟ ଏବଂ ଟର୍ଣ୍ଣିଂପଏଣ୍ଟ ମଧ୍ୟ ଅଛି । ଦର୍ଶକ ସବୁ ଦେଖିବା ଉଚିତ୍ ଏବଂ ସେ ଏଥିପାଇଁ ବହୁତ ଉତ୍ସାହିତ ଥିବା କହିଛନ୍ତି । ଏହି ୱେବ ଶୋର ସୁଟିଂ ଗୋଆରେ ହେବ ଯେଉଁଥିରେ ଆମିର ଅଲ୍ଲୀ ଓ ରାଜୀବ ଖଣ୍ଡେଲୱାଲ ମଧ୍ୟ ନଜର ଆସିବେ ।