PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

୫୦୦ଟଙ୍କାରୁ କରନ୍ତୁ ନିବେଶର ଶୁଭାରମ୍ଭ , ଦେଖୁ ଦେଖୁ ହୋଇଯିବେ କୋଟିପତି !

ନୂଆଦିଲ୍ଲୀ : ନିବେଶର ଆରମ୍ଭ କରିବା ପାଇଁ କୌଣସି ମୋଟା ଅଙ୍କର ଆବଶ୍ୟକତା ନାହିଁ । ଆପଣ ପ୍ରତି ମାସରେ ନିୟମିତ ସ୍ତରରେ ଏକ ଛୋଟ ଅଙ୍କର ରାଶି ନିବେଶ କରି ବଡ଼ ଫଣ୍ଡ କରିପାରିବେ । ଯଦି ଆପଣ ଘର , ଗାଡ଼ି , ପିଲାଙ୍କ ପାଠପଢ଼ା, ପିଲାଙ୍କର ବିବାହ ବା ପୁଣି ନିଜର ଅବସର ପାଇଁ ପ୍ଲାନ୍‌ କରୁଛନ୍ତି , ତ ଏହି ପ୍ଲାନକୁ ଶେଷ ଯାଏ ପହଞ୍ଚାଇବା ପାଇଁ ନିବେଶର ରାସ୍ତାରେ ଚାଲିବାକୁ ହେବ।

ନିବେଶକୁ ନେଇ ଅନେକ ସମୟରେ ଲୋକେ କୁହନ୍ତି  କି କିଛି ଦିନ ପରେ ଆରମ୍ଭ କରିବା । କିନ୍ତୁ ତାଙ୍କ ପାଇଁ ସେହି ସମୟ କେବେ ଆସିବ ନାହିଁ । କାରଣ ସେ ନିବେଶକୁ ଗୁରୁତର ସହ ନେଇ ନଥାନ୍ତି । ଆଜିର ତାରିଖରେ ଯେତେ ଜରୁରୀ ଅର୍ଥ ସଞ୍ଚୟ ଉପରେ ଫୋକସ କରିବା , ସେତିକି ହିଁ ନିବେଶକୁ ନେଇ ମଧ୍ୟ ଗୁରୁତର ହେବା ଆବଶ୍ୟକ । କିନ୍ତୁ ଏହି ସବୁ ଭିତରେ ବଡ଼ ପ୍ରଶ୍ନ ଏହା ହୋଇଥାଏ କି ନିବେଶ କେଉଁଠି କରିବୁ ?

निवेश के प्रति जागरूक होने की जरूरत

ସିଷ୍ଟମେଟିକ୍‌ ଇନଭେଷ୍ଟମେଣ୍ଟ ପ୍ଲାନ୍‌ ( ଏସ୍‌ଆଇପି) ମ୍ୟୁଚୁଅଲ ଫଣ୍ଡରେ ନିବେଶର ଏକ ଉପାୟ ଅଛି । ଏହା ମାଧ୍ୟମରେ ନିବେଶ କରିବାରେ ଭଲ ରିଟର୍ଣ୍ଣ ପାଇବା ସହଜ ହୋଇଯାଏ। ଏସ୍‌ଆଇପି ଜରିଆରେ କୌଣସି ବି ଡାଇଭର୍ସିଫାଇଡ୍‌ ମ୍ୟୁଚିଅଲ ଫଣ୍ଡରେ ନିବେଶ କରାଯାଇ ପାରେ । ମ୍ୟୁଚିଅଲ ଫଣ୍ଡରେ ୫୦୦ଟଙ୍କା ମାସରେ ନିବେଶର ଆରମ୍ଭ କରାଯାଇ ପାରେ । ଅର୍ଥାତ୍ ମ୍ୟୁଚୁଅଲ ଫଣ୍ଡରେ ନିବେଶର କୌଣସି ବଡ଼ ରକମର ଆବଶ୍ୟକତା ହୋଇନଥାଏ ।

म्यूचुअल फंड में निवेश

ଯଦି ଆପଣଙ୍କୁ ବଡ଼ ଫଣ୍ଡର ଜରୁରୀ ରହିଛି ତ , ନିବେଶକୁ ପ୍ରତି ମାସରେ ଜାରି ରଖିବାକୁ ହେବ । ଉଦାହରଣ ସ୍ୱରୂପ ଯଦି କେହି ୨୫ ବର୍ଷର ଯୁବା ୫୦୦ଟଙ୍କାରୁ ମ୍ୟୁଚୁଅଲ ଫଣ୍ଡରେ ନିବେଶର ଆରମ୍ଭ କରିଥାନ୍ତି , ତ ତାଙ୍କୁ ପ୍ରତି  ୬ମାସରେ ଅତି କମ୍‌ରେ  ୫୦୦ଟଙ୍କାର ନିବେଶ  ବୃଦ୍ଧି କରିବାକୁ ହେବ । ଏହି ପ୍ରକାରରେ  ୫ ବର୍ଷ ପରେ  ଅର୍ଥାତ୍‌  ୩୦ ବର୍ଷ ବୟସରେ ନିବେଶର ରାଶି ବୃଦ୍ଧି ପାଇଁ ୫୦୦୦ଟଙ୍କା ମାସକୁ ହୋଇଯିବ । ଏହା ନିଶ୍ଚୟ ସମ୍ଭବ । କାରଣ ପାଖାପାଖି ପ୍ରତି ବର୍ଷ ଚାକିରୀରେ ସାଲାରୀ ବଢ଼ିଥାଏ । ଖାଲି ଏତିକି ନୁହେଁ ,ଆପଣ ଯେବେ ପ୍ରାରମ୍ଭରେ ୨ବର୍ଷରେ ନିଜର ନିବେଶରେ ରିଟର୍ଣ୍ଣକୁ ଦେଖିବେ ତ ଏଥିରେ ଆପଣଙ୍କ ନିବେଶ ପ୍ରତି ଉତ୍ସାହ ବଢ଼ିବ ।

ସମ୍ବନ୍ଧିତ ଖବର