PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଏହି ଶିଶୁ ସହିତ ତା’ର କଣ୍ଢେଇର ଗୋଡକୁ କାହିଁକି କରାଗଲା ପ୍ଲାଷ୍ଟର? ଫଟୋ ଭାଇରାଲ ହେବାପରେ ଜଣାପଡିଲା ଏହାର କାରଣ

ନୂଆଦିଲ୍ଲୀ,୩୧।୮: ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଏକ ଓ୍ବାର୍ଡରେ ଚିକିତ୍ସିତ ହେଉଥିବ ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଳାଗିଛି। ୧ ମାସର ଏହି ଶିଶୁଟିର ଦୁଇଗୋଡ ଉପରେ ଲଟକାଇ ରଖାଯାଇଛି। ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ, ଶିଶୁଟିର ଦୁଇ ଗୋଡରେ ପ୍ଲାଷ୍ଟର ଲାଗିଛି। ପିଲାଟିର ପାଖରେ ଥିବା ଏକ କଣ୍ଢେଇର ଗୋଡରେ ମଧ୍ୟ ପ୍ଲାଷ୍ଟର ଗୁଡାଯାଇଛି। ଏହାକୁ ଦେଖି ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ କିନ୍ତୁ ଘଟଣାଟି ସତ। ଏହି ଫଟୋ ଦେଖି ଜାଣିପାରିବେ ନିରୀହ ଶିଶୁଟିର ମନର କଥାକୁ କିଭଳି ଭାବରେ ଡାକ୍ତରମାନେ ଭଲ ଭାବରେ ବୁଝିପାରି ତା’ର ଚିକିତ୍ସା କରିଛନ୍ତି।

ମିଳିଥିବା ଖବର ଅନୁସାରେ, ଏହି ୧୧ ମାସର ଶିଶୁଟିର ନାଁ ହେଉଛି  କିଜ୍ରା ମଲ୍ଲିକ। ଜିକ୍ରା ଖେଳୁଥିବା ସମୟରେ ବେଡ ଉପରୁ ତଳକୁ ଖସି ପଡିଥିଲେ ଓ ତାଙ୍କର ଗୋଡରେ ଗମ୍ଭୀର ଆଘାତ ଲାଗିଛି। ଡାକ୍ତର ତାଙ୍କର ପାଦର ସ୍ଥିତି ଦେଖି ପରେ ପ୍ଲାଷ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଶିଶିଟି ଏତେ ଭୟଭୀତ ହୋଇଯାଇଥିଲା ଯେ, ଡାକ୍ତର ତାଙ୍କର ଚିକିତ୍ସା କରିବାକୁ କଷ୍ଟକର ହୋଇଯାଇଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ, ଏହି ଖେଳାନାଟି ଜିକ୍ରାର ଖୁବ୍ ପ୍ରିୟ। ସେ ଦିନ ସାରା ନିଜର ଖେଳନା ସହିତ ଖେଳୁଥାଏ। ତେଣୁ ଡାକ୍ତରମାନେ ଏକ ବାଟ ଖୋଜିଥିଲେ ଓ ଶିଶୁଟିର ଗୋଡକୁ ପ୍ଲାଷ୍ଟର କରିବା ପୂର୍ବରୁ ତା ଆଗରେ କଣ୍ଢେଇର ଗୋଡକୁ ମଧ୍ୟ ପ୍ଲାଷ୍ଟର କରିଥିଲେ। ଏହାପରେ ଜିକ୍ରା ମଧ୍ୟ ନିଜ ଗୋଡରେ ପ୍ଲାଷ୍ଟର କରିବାକୁ ରାଜି ହୋଇଯାଇଥିଲା। ଜିକ୍ରାର ଏହି ଫଟୋ ସୋସିଆଲ ମିଡିରେ ଭାଇରାଲ ହେବାପରେ ସେ ଏବେ ସବୁଆଡେ ଚର୍ଚ୍ଚାରେ ରହିଛି।  

ସମ୍ବନ୍ଧିତ ଖବର