ଆଜି ବୁଦ୍ଧ ପୂର୍ଣ୍ଣିମା, ଜାଣନ୍ତୁ ତାଙ୍କ ଜୀବନୀ

ନୂଆଦିଲ୍ଳୀ ୦୭/୫: ବୁଦ୍ଧ ପୂର୍ଣ୍ଣିମା ଏଭଳି ଏକ ପର୍ବ, ଯାହାକୁ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମର ଅନୁଗାମୀମାନେ ଉତ୍ସାହର ସହ ପାଳନ କରନ୍ତି । ପୌରାଣିକ ମାନ୍ୟତା ଅନୁସାରେ, ଏହି ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧ ଜନ୍ମଗ୍ରହଣ କରିଥିଲେ । ହିନ୍ଦୁ ଧର୍ମରେ ବୁଦ୍ଧଙ୍କୁ ଶ୍ରୀହରି ବିଷ୍ଣୁଙ୍କ ଅବତାର ମନେକରାଯାଏ । ତେଣୁ ହିନ୍ଦୁଙ୍କ ପାଇଁ ବୁଦ୍ଧ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ଗୌତମ ବୁଦ୍ଧଙ୍କ ଜନ୍ମୋତ୍ସବ ଯୋଗୁ ବୁଦ୍ଧ ପୂର୍ଣ୍ଣିମାକୁ ବୁଦ୍ଧ ଜୟନ୍ତୀ ଓ ବୈଶାଖ ଉତ୍ସବ ଭାବେ ପାଳନ କରାଯାଏ ।

କୁହାଯାଏ, ବୈଶାଖ ପୂର୍ଣ୍ଣିମା ଦିନ ବୁଦ୍ଧଙ୍କୁ ବୋଧଗୟାଠାରେ ବୋଧୀ ବୃକ୍ଷ ତଳେ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥଲିା । ଏହା ମଧ୍ୟ ତାଙ୍କର ନିର୍ବାଣ ଦିବସ । ଏହି ଦିନ ଗଙ୍ଗା ସ୍ନାନର ବିଶେଷ ମହତ୍ୱ ରହିଛି । ଏହି ମାସର ପୂର୍ଣ୍ଣିମାରେ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷ ଏବଂ ଚନ୍ଦ୍ର ମଧ୍ୟ ନିଜର ଉଚ୍ଚ ରାଶି ତୁଳାରେ ଥାନ୍ତି । କୁହାଯାଏ, ବୁଦ୍ଧ ପୂର୍ଣ୍ଣିମାରେ ସ୍ନାନ ଦ୍ୱାରା କୋଟି ଜନ୍ମର ପାପ ନାଶ ହୋଇଯାଏ ।

   ସମ୍ବନ୍ଧିତ ଖବର


ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ