PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ରକ୍ତରେ ଭିଜିଲା ଶୁଲିଆ ପୀଠ

ବଲାଙ୍ଗୀର ୩୧/୧୨: ଆଜିଠାରୁ ଆରମ୍ଭ ହେଉଛି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ।  ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି। ପଶ୍ଚିମ ଓଡିଶା ବିଭିନ୍ନ ଜିଲ୍ଲା ସହ ପଡୋଶୀ  ଝାଡଖଣ୍ଡ, ଛତିଶଗଡ ସହ ବହୁ ଅଞ୍ଚଳରୁ ଆଦିବାସୀ  ମାନସିକ ଧାରୀ ବଲାଙ୍ଗୀର  ଦେଓଗାଁ ଶୁଲିଆ ପୀଠରେ ଏକାଠି  ହୋଇଛନ୍ତି ।ଶୁଲିଆ ପୀଠରେ  ପୂଜା ଆରମ୍ଭ  ହେବା ପରେ ବଳି ପଡିଛି ।

ସୂଚନା ମୁତାବିକ ଆଦିବାସୀଙ୍କ ପ୍ରଥା ଓ ପରମ୍ପରା। କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଆଦିବାସୀଙ୍କ ବଳି ପ୍ରଥା ଆଜି ବି ଜାରି ରହିଛି। ପ୍ରଥମେ ଗୋଟିଏ ଧଳା କୁକୁଡା ଓ ପରେ ଗୋଟିଏ ଧଳା ଛେଳି ବଳି ପଡିବା ପରେ ଶହଶହ  ନିରିହ  ପଶୁପକ୍ଷୀଙ୍କ  ରକ୍ତରେ  ଭିଜିଛି ଶୁଲିଆ ପୀଠ । ପ୍ରତିବର୍ଷ ପ୍ରଶାସନର ବାରଣ ସତ୍ବେ  ଶୁଲିଆ ଯାତ୍ରାରେ ବଳି ପ୍ରଥା ବନ୍ଦ ହେବାର ନାଁ ନେଉନି । ଏଠାରେ ଶହଶହ ନୀରିହ ପଶୁପକ୍ଷୀଙ୍କୁ  ବଳିଦେଉଛନ୍ତି ମାନସିକ ଧାରି  । ଏହାସହ  ପ୍ରଥମ ଥର ପାଇଁ  ଆରମ୍ଭ ହୋଇଛି ସୁଲିଆ ମହୋତ୍ସବ ।