PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସ୍ୱର୍ଣ୍ଣ ଜିତାଇଲା କାର୍ଟୁନ୍‌ ହେୟାର୍‌କଟ୍‌ ! କେଶ କାଟିଲେ ଡଚ୍‌ର ୱିଣ୍ଡସର୍ଫର୍‌ କିରନ ବ୍ୟାଡ୍‌ଲୋ

ନୂଆଦିଲ୍ଳୀ ୦୧/୦୮: କାର୍ଟୁନ୍‌ ଚରିତ୍ରକୁ ସମ୍ମାନ ଦେଇ ତା’ରି ଭଳି କେଶ କାଟିଛନ୍ତି ଡଚ୍‌ର ୱିଣ୍ଡସର୍ଫର୍‌ କିରନ ବ୍ୟାଡ୍‌ଲୋ ।ଏହି ନିଆରା ହେୟାରଷ୍ଟାଇଲ୍‌ ଲାଗି ଟୋକିଓ ଅଲିମ୍ପିକ୍‌ରେ ସେ ସବୁରି ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ଏଥିପାଇଁ ତାଙ୍କ ଫ୍ୟାନ୍‌ଙ୍କ ତାଲିକା ବି ଲମ୍ବିବାରେ ଲାଗିଛି । ଗତ ଶନିବାର ୨୬ ବର୍ଷୀୟ କିରନ ନିଜର ଆର୍‌ଏସ୍‌: ଏକ୍ସ ୱିଣ୍ଡସର୍ଫିଙ୍ଗ ଶ୍ରେଣୀରେ ସମସ୍ତଙ୍କୁ ପଛରେ ପକାଇ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଆମେରିକୀୟ ଟିଭି କାର୍ଟୁନ୍‌ ସିରିଜ୍‌ ‘ଅବତାର: ଦ ଲାଷ୍ଟ ଏୟାରବେଣ୍ଡର’ର ଆଙ୍ଗ ଚରିତ୍ର ଦ୍ୱାରା ପ୍ରେରିତ ହୋଇ କିରନ ନିଜ କେଶ କାଟିଛନ୍ତି । ସେ ନିଜ ମୁଣ୍ଡର ଉପର ଅଂଶର କେଶକୁ ତୀର ଭଳି ଆକାର ଦେଇଛନ୍ତି ଏବଂ ଏହାକୁ ନୀଳ ରଙ୍ଗରେ ରଙ୍ଗାଇଛନ୍ତି । ବାକି ଅଂଶକୁ ସମ୍ପୂର୍ଣ୍ଣ ଲଣ୍ଡା କରିଛନ୍ତି ।

‘କାର୍ଟୁନ୍‌ ସିରିଜ୍‌ଟି ଏକ ଶିଶୁ ଉପରେ ପର୍ଯ୍ୟବସିତ, ଯିଏକି ପବନକୁ ନିୟନ୍ତ୍ରିତ କରେ । କିଛି ଭଲ କରିବା ଉଦ୍ଦେଶ୍ୟରେ ସେ ପ୍ରକୃତିର ସମସ୍ତ ଭିନ୍ନ ଭିନ୍ନ ପ୍ରକାର ଉପାଦାନକୁ ମଧ୍ୟ ନିୟନ୍ତ୍ରିତ କରେ । ଏଠାରେ ମୁଁ ତାହା ହିଁ କରୁଛି । ପବନ ଓ ଜଳ ଏବଂ ଆଖପାଖର ସବୁକିଛି ସହିତ ମୋତେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ । ଆଶା ଯେ ତାହା ମୋତେ ମହାନ କାର୍ଯ୍ୟରେ ଆଗକୁ ନେବ’ ବୋଲି କିରନ ପଦକ ଦୌଡ଼ ପୂର୍ବରୁ କହିଥିଲେ ।

ପ୍ରତିଯୋଗିତା ପୂର୍ବରୁ ସେ କହିଥିଲେ ‘ପବନର ମାଷ୍ଟର୍‌’ ହେବାକୁ ମୁଁ ସ୍ୱପ୍ନ ଦେଖିଛି । ଏହି ଏରୋଡାଇନାମିକ୍‌ ହେୟାର୍‌କଟ୍‌ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ ସାହାଯ୍ୟ କରିଛି କି ବୋଲି କିରନଙ୍କୁ ପ୍ରତିଯୋଗିତା ପରେ ପଚରାଯାଇଥିଲା । ପ୍ରଶ୍ନ ଶୁଣି ସେ ଜୋର୍‌ରେ ସହିଥିଲେ । ତା’ପରେ କହିଥିଲେ, ଏହି ହେୟାର୍‌କଟ୍‌ ମୋ ସପକ୍ଷରେ କାମ କରିଛି ବୋଲି ମୋର ବିଶ୍ୱାସ ।

ସମ୍ବନ୍ଧିତ ଖବର