PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଟୋକିଓ ଅଲିମ୍ପିକ: ସୁଟିଂରେ ଶୀର୍ଷ ସ୍ଥାନରେ ଭାରତର ସୌରଭ ଚୌଧୁରୀ, ଫାଇନାଲରେ ପଦକ ଆଶା ବଢିଲା!

https://sports.punjabkesari.in

ନୂଆଦିଲ୍ଲୀ,୨୪।୭: ଶୁକ୍ରବାରରୁ ଆରମ୍ଭ ହୋଇଛି କ୍ରୀଡାର ମହାକୁମ୍ଭ ଅଲିମ୍ପିକ। ଉତ୍ତର ପ୍ରଦେଶର ମେରଠର ସୌରଭ ଚୌଧରୀ କରିଛନ୍ତି ରେକର୍ଡ। ଭାରତର ସୌରଭ ଚୌଧୁରୀ ଟୋକିଓ ଅଲିମ୍ପିକରେ ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇଛନ୍ତି। ସୌରଭ ୫୮୬ର ସ୍କୋର କରି କ୍ବାଲିଫାଇଙ୍ଗର ଶୀର୍ଷ ସ୍ଥାନରେ ରହିଛନ୍ତି। ଭାରତର ପଦକ ଆଶାକୁ ସୌରଭ ଅପେକ୍ଷାଠାରୁ ଆହୁରି ଭଲ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କ୍ବାଲିଫାଏ କରିବା ସହ ଶୀର୍ଷରେ ରହିଛନ୍ତି। ଏହି ପ୍ରତିଯୋଗୀତାରେ ୩୬ ଜଣ ସୁଟ୍‌ରଙ୍କ ଭିତରୁ ୮ ଜଣ ଫାଇନାଲକୁ ଯାଇଛନ୍ତି।