PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଖେଳର ମହାକୁମ୍ଭ ଅଲିମ୍ପିକରେ କରୋନାର ଭୟ,ପ୍ରଥମ ଥର ଟୋକିଓରେ ଦିନକରେ ୩୧୭୭ କରୋନା ମାମଲା

https://www.amarujala.com

ଟୋକିଓ,୨୮।୭: ଜାପାନର ରାଜଧାନୀ ଟୋକିଓରେ କରୋନା ମାମଲା ବଢିବାରେ ଲାଗିଛି। ବୁଧବାର ରାଜଧାନୀରେ ୩୧୭୭ ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ମଙ୍ଗଳବାର ୨୮୪୮ଟି ନୂଆ ମାମଲା ସାମନକୁ ଆସିଥିଲା। ଖେଳର ମହାକୁମ୍ଭଟୋକିଓ ଅଲିମ୍ପିକ ଆରମ୍ଭ ହେବାପରେ ଏଭଳି ଘଟଣା ପ୍ରଥମ ଥର ଆସିଛି। ଯେବେ ତିନି ହଜାରରୁ ଅଧିକ ମାମଲା ସାମନାକୁ ଆସିଛି। ଯାହାଫଳରେ ଟୋକିଓ ଅଲିମ୍ପିକ ଓ ଆଥଲେଟ୍‌ଙ୍କୁ ନେଇ ଚିନ୍ତା ବଢିଛି। ଏହା ପୂର୍ବରୁ ଅଲମ୍ପିକିର ସ୍ପୋର୍ଟସ୍ ଭିଲେଜରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉଲ୍ଲେଖନୀୟ ଯେ, ଟୋକିଓରେ ସଂକ୍ରମିତଙ୍କ ସଂଖ୍ୟା ୨୦୬,୭୪୫ ହୋଇଯାଇଛି। ୧୨ ଜୁଲାଇରୁ ସେଠାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର