ଦୁଇ ଇନ୍ସପେକ୍ଟରଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର

ଭୁବନେଶ୍ୱର ୨୧/୧୧:ଖଣି ଓ ବ୍ରାଉନସୁଗର ମାଫିଆଙ୍କ ସହ ଲିଙ୍କ୍‌ ଥିବା ଦୁଇ ଇନ୍ସପେକ୍ଟରଙ୍କ ନାମରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି ଏସ୍‌ଟିଏଫ୍‌ । ସେମାନେ ହେଲେ ବିକ୍ରମ ଜେନା ଓ ରଣଜିତ୍‌ ସାହୁ । ଏହି ଦୁଇଜଣ ଇନ୍ସପେକ୍ଟରଙ୍କୁ ଗତ ଦୁଇଦିନ ତଳେ ପୁଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଥିଲେ ।

ଏମାନେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟରୁ ଜାମିନ ମିଳିନି। ହେଲେ ଏମାନେ ମାସେ ହେବ କେଉଁ ଆଡେ ଆତ୍ମଗୋପନ କରିଛନ୍ତି। ଫୋନ ବି ବନ୍ଦ ରଖିଛନ୍ତି । ଏହି ଦୁଇ ଇନ୍ସପେକ୍ଟରଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଉଦ୍ୟମ ଅବ୍ୟାହତ ରଖିଛି।

   ସମ୍ବନ୍ଧିତ ଖବର


ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଉନ୍ନାଓ ପୀଡିତାଙ୍କ ସ୍ଥିତି ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରହି ଭାଇଙ୍କୁ କହିଲେ- ଅଭିଯୁକ୍ତକୁ ଛାଡ ନାହିଁ, କଠୋର ଦଣ୍ଡ ଦିଅ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଏନକାଉଣ୍ଟରେ ୪ଦୁଷ୍କର୍ମକାରୀ ନିହତ ହେବା ପରେ ‘ନିର୍ଭୟା’ଙ୍କ ମା’ କହିଲେ- ଆତ୍ମା…

ରାମାଶିଷ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସଭାପତି