ଏହି ୯ଜଣ ଭାରତୀୟ ହେଉଛନ୍ତି ସବୁଠୁ ହ୍ୟାଣ୍ଡସମ୍, ଯାହାଙ୍କ ପାଇଁ ମହିଳାମାନେ ପାଗଳ

ଆଜିକାଲି ଦୁନିଆଁରେ କିଏ ବା ନଚାହେଁ ସୁନ୍ଦର ହେବାକୁ। ନିଜକୁ ଟିକେ ସୁନ୍ଦର କରି ସଜେଇ ହେବା ପାଇଁ କିଏ କେତେ ପ୍ରକାର ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ୨୦୧୮ ମସିହାରେ ସବୁଠୁ ସୁନ୍ଦର ବା ହ୍ୟାଣ୍ଡସମ୍ ଭିତରେ ଏହି ୯ଜଣ ପୁରୁଷଙ୍କ ବିଷୟରେ। ଏହି ପୁରୁଷଙ୍କ ଉପରେ ମହିଳାମାନେ ଏମିତି ପାଗଳ ଯେ ସେମାନଙ୍କର ଟିକେ ଝଲକ ପାଇବା ପାଇଁ କିଏ କେତେ କଣ ପ୍ରୟାସ କରନ୍ତି ତାର ହିସାବ ନାହିଁ।

୧. ଭିଭିଆନ୍ ଡିସେନା: ଭିଭିଆନ୍ ଡିସେନା ଏକ ଟେଲିଭିଜନ ତଥା ସିରିଏଲ୍ ଅଭିନେତା। ଯିଏ ସର୍ବପ୍ରଥମେ ଟିଭିରେ ଷ୍ଟାର ହୋଇଥିବା ଦେଖିବାକୁ ମିଳିଥିଲା। ଭିଭିଆନ୍ ସବୁଠୁ ରୂପବାନ ପୁରୁଷ।

୨. ମହେଶ ବାବୁ: ମେହଶ ବାବୁ ତେଲୁଗୁ ଫିଲ୍ମର ପ୍ରଥମ ଧାଡ଼ିର ଅଭିନେତା। ସାଉଥ୍ ଏସିଆର ସବୁଠୁ ହ୍ୟାଣ୍ଡସମ୍ ପୁରୁଷ। ମହେଶ ବାବୁ କେବଳ ଅଭିନେତା ନୁହଁନ୍ତି ଫିଲ୍ମ ପ୍ରଯୋଜକ ମଧ୍ୟ।

୩. ଗୈାତମ: ଗୈାତମ ଜଣେ ଟିଭି ଅଭିନେତା। ଯିଏ କି ଚଳିତ ବର୍ଷ ସବୁଠୁ ଆକର୍ଷଣ ବ୍ୟକ୍ତି ଭିତରେ ସାମିଲ ଅଛନ୍ତି।

୪. କରଣ: କରଣ ଜଣେ ମଡେଲ। କରଣଙ୍କ ଜନ୍ମ ମୁମ୍ବାଇଠାରେ ହୋଇଛି।

୫. ହ୍ରିତିକ ରୋଶନ: ହ୍ରିତିକ୍ ରୋଶନ ବଲିଉଡର ସବୁଠୁ ସୁନ୍ଦର ଅଭିନେତା। ହ୍ରିତିକ କେବଳ ଭଲ ଅଭିନୟ କରନ୍ତି ନାହିଁ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି।

୬. ସାହିଦ କପୁର: ସାହିଦ ମଧ୍ୟ ବଲିଉଡର ସବୁଠୁ ହ୍ୟାଣ୍ଡସମ୍ ହିରୋ।

୭. ବିରାଟ କୋହଲି: ବିରାଟ କୋହଲି ଏକ ଭାରତୀୟ କ୍ରିକେଟର। ଏହା ସହିତ ବହୁତ ସୁନ୍ଦର ପୁରୁଷ ମଧ୍ୟ।
୮. ପ୍ରଭାସ: ପ୍ରଭାସ ସାଉଥ୍ ଫିଲ୍ମର ଜଣାଶୁଣା ଅଭିନେତା।


୯. ସଲମାନ୍ ଖାନ୍: ସଲମାନ ଏମିତି ଜଣେ ବ୍ୟକ୍ତି ତାଙ୍କୁ କିଏ ବା ନ ଜାଣେ। ସଲମାନ
ବଲିଉଡର ସବୁଠୁ ହ୍ୟାଣ୍ଡସମ୍ ପୁରୁଷ।